ଶ୍ରୀ କ୍ଷେତ୍ରର ଉନ୍ନତି ପ୍ରସଙ୍ଗରେ ଏମିତି ମତ ରଖିଲେ ଗଜପତି ମହାରାଜ

ପୁରୀ(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନ ସହର ପୁରୀର ଦୃଶ୍ୟପଟ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ଓ ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶ୍ରୀକ୍ଷେତ୍ରର ଉନ୍ନୟନ ପାଇଁ ସରକାରଙ୍କ ଘୋଷଣାକୁ ସେ ସ୍ୱାଗତ କରିଛନ୍ତି। ତେବେ ଏହି କ୍ଷେତ୍ରର ମହାନ ଆଧ୍ୟାତ୍ମିକ, ଧାର୍ମିକ ତଥା ସାଂସ୍କୃତିକ ଐତିହ୍ୟ, ପରମ୍ପରାକୁ ଦୃଷ୍ଟିରେ ରଖି କାମ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି। ଶ୍ରୀନଅର ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ଏହି […]

5ca77a6f07d597710850450b63b

5ca77a6f07d597710850450b63b

Tapas Behera
  • Published: Saturday, 24 August 2019
  • Updated: 24 August 2019, 09:13 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନ ସହର ପୁରୀର ଦୃଶ୍ୟପଟ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ଓ ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

ଶ୍ରୀକ୍ଷେତ୍ରର ଉନ୍ନୟନ ପାଇଁ ସରକାରଙ୍କ ଘୋଷଣାକୁ ସେ ସ୍ୱାଗତ କରିଛନ୍ତି। ତେବେ ଏହି କ୍ଷେତ୍ରର ମହାନ ଆଧ୍ୟାତ୍ମିକ, ଧାର୍ମିକ ତଥା ସାଂସ୍କୃତିକ ଐତିହ୍ୟ, ପରମ୍ପରାକୁ ଦୃଷ୍ଟିରେ ରଖି କାମ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି।

ଶ୍ରୀନଅର ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ଏହି ମହତ କାର୍ଯ୍ୟରେ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଜନ ସହଯୋଗ କରିବା ନିମନ୍ତେ ସେ ନିବେଦନ କରିଛନ୍ତି। ଏହାସହ ଜଗନ୍ନାଥଙ୍କ କୃପାରୁ ଏହି ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ମଧ୍ୟ କାମନା କରିଛନ୍ତି ଗଜପତି ମହାରାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story