ଲୋକଙ୍କୁ ସ୍ଥାନାନ୍ତର ପାଇଁ ୯ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ସ୍ଥାନାନ୍ତର ହେବେ ୧୨ ଲକ୍ଷ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ସୁପର ସାଇକ୍ଲୋନ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଓ କୋଠାଘରେ ରହୁନଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓ ଅତିବେଶୀରେ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରିବାକୁ କହିବା ସହ ଏନେଇ ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ୧୧ରୁ ୧୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପଞ୍ଚାୟତିରାଜ […]

cyclone-vayu-spares-gujarat-but-causes-heavy-rains-and-strong-winds-along-the-coast

Manoranjan Sial
  • Published: Monday, 18 May 2020
  • Updated: 18 May 2020, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ସୁପର ସାଇକ୍ଲୋନ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଓ କୋଠାଘରେ ରହୁନଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓ ଅତିବେଶୀରେ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରିବାକୁ କହିବା ସହ ଏନେଇ ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ୧୧ରୁ ୧୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର(ଏଆରସି) ପ୍ରଦୀପ କୁମାର ଜେନା ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେବା ସହ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, କୋଭିଡ-୧୯ ପରିଚାଳନା ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରିବା ଏକ ବଡ଼ ଚ୍ୟାଲେଞ୍ଜ। କୋଭିଡ୍‌-୧୯ ସଂକ୍ରମଣଠୁ ଏହି ବାତ୍ୟା ଅଧିକ ବିପଦପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର ପାଇଁ ସେ ପରାମର୍ଶ ଦେଇଛନ୍ତି। ଯେଉଁସବୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର ରହିଛି ସେଠାକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ତାକୁ ଭଲଭାବେ ସାନିଟାଇଜ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୟସ୍କ ଲୋକ ଓ ଗର୍ଭବତୀ ମହିଳାଙ୍କୁ ଯଥାସମ୍ଭବ ଅନ୍ୟମାନଙ୍କଠୁ ଦୂରେଇ ରହିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ସାବୁନ ଉପଯୋଗ ନକରିବାକୁ ଲିକ୍ୟୁଡିର ବ୍ୟବସ୍ଥା କରିବା ସହ ସେମାନଙ୍କ ମୁହଁ ଓ ନାକକୁ ମାସ୍କ,ଗାମୁଛା, ଓଢ଼ଣୀ ଅବା ଯେକୌଣସି ସଫା କପଡ଼ାରେ ଘୋଡ଼ାଇବା ନିମନ୍ତେ ଲୋକଙ୍କୁ ବୁଝାସୁଝା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସ୍ଥାନାନ୍ତର କରିବାବେଳେ ଲୋକଙ୍କୁ ସଚେତନ କରାଇବାକୁ ସେ କହିଛନ୍ତି।

ନଡ଼ାଛପର ଘର, ଆଜବେଷ୍ଟସ ଘର, ଟାଇଲ ଘର ଓ ଅନ୍ୟାନ୍ୟ ନୂଆଣିଆ ଚାଳଘର, କୁଡ଼ିଆ କିମ୍ବା ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରସ୍ଥଳୀ କିମ୍ବା ଅନ୍ୟାନ୍ୟ ଚିହ୍ନଟ ନିରାପଦ କୋଠାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିସୁଦ୍ଧା ସମସ୍ତେଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଯଦି କେହି ରହିଯାଇଥିବେ ସେମାନଙ୍କୁ ୧୯ତାରିଖ ପୂର୍ବାହ୍ନ ସୁଦ୍ଧା ନିଶ୍ଚିତ ଭାବେ ସ୍ଥାନାନ୍ତର କରିବେ।
କେବଳ ସେତିକି ନୁହେଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲଗାଯାଇଥିବା ସମସ୍ତ ହୋର୍ଡିଂକୁ କାଢ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଚନ୍ତି ଯେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୭୬୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୧ରୁ ୧୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story