ଗରମରେ ଛଟପଟ ଅଧା ଓଡ଼ିଶା; ବଲାଙ୍ଗିର ଉତ୍ତପ୍ତ ସହର

ଭୁବନେଶ୍ୱର: ଓଡ଼ିଶାର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ବଲାଙ୍ଗିର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି। ବଲାଙ୍ଗିର ପଛକୁ ରହିଛି ଟିଟିଲାଗଡ଼ ୪୪ ଡିଗ୍ରୀ। ଭବାନୀପାଟଣାରେ ୪୩.୭ ଡିଗ୍ରୀ, ମାଲକାନଗିରିରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୪ ଡିଗ୍ରୀ, ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ଓ କଟକର ତାପମାତ୍ରା ୩୫.୨ ଡିଗ୍ରୀ ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରିବାକୁ ନିରାପଦ ମଣୁ […]

C9tJI1HXUAYQrIB

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 11:08 PM IST

ଭୁବନେଶ୍ୱର: ଓଡ଼ିଶାର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ବଲାଙ୍ଗିର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି। ବଲାଙ୍ଗିର ପଛକୁ ରହିଛି ଟିଟିଲାଗଡ଼ ୪୪ ଡିଗ୍ରୀ। ଭବାନୀପାଟଣାରେ ୪୩.୭ ଡିଗ୍ରୀ, ମାଲକାନଗିରିରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୪ ଡିଗ୍ରୀ, ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ଓ କଟକର ତାପମାତ୍ରା ୩୫.୨ ଡିଗ୍ରୀ ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି।

କାଳବୈଶାଖୀ ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା କମି ଯାଇଥିଲା। ଲୋକେ ଗରମରୁ ଆସ୍ୱସ୍ତି ପାଇଥିଲେ। ପୁଣି ବଢ଼ିଛି ତାପମାତ୍ରା ବଢ଼ିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଛି।

Related story