ମଣିଷ ପଣିଆ ଦେଖାଇଲା ବିଙ୍ଗ୍‌ ହ୍ୟୁମାନ୍‌, ଆତ୍ମୀୟ ନ ହୋଇ ମୁହଁରେ ଦେଲେ ମାଟି  

ବଲାଙ୍ଗିର(ସସ୍ମିତା ସାହୁ): ନିଛାଟିଆ ରାତି । ଚାରିଆଡ଼ ଶୂନଶାନ । ଠିକ ଏମିତି ଏକ ରାତିରେ, ଆରମ୍ଭ ହୋଇଥିଲା ଅପରେସନ ଡେଡ୍‌ବଡି । କିଛି ଯୁବକ ହାତରେ କୋଦାଳ ଧରି ମାଟି ଖୋଲୁଥିବା ବେଳେ, ଆଉ କିଛି ଯୁବକ ମଣିଷଙ୍କ ମୃତଦେହ ଠାବ କରୁଥିଲେ । କୌଣସି ଏକ ଭୂତ ସିନେମାର ସୁଟିଂ ଭଳି ଥିଲା ପୂରା ଦୃଶ୍ୟ। ଆପଣ ଏ କଥା ପଢି ପୁରା ବିଚଳିତ ହୋଇପଡିବେଣି । ଭାବୁଥିବେ ଏମିତି ଘଟଣା କୋଉଠି ଘଟିଛି […]

dead

dead

Rakesh Mallick
  • Published: Monday, 11 June 2018
  • Updated: 11 June 2018, 08:44 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ନିଛାଟିଆ ରାତି । ଚାରିଆଡ଼ ଶୂନଶାନ । ଠିକ ଏମିତି ଏକ ରାତିରେ, ଆରମ୍ଭ ହୋଇଥିଲା ଅପରେସନ ଡେଡ୍‌ବଡି । କିଛି ଯୁବକ ହାତରେ କୋଦାଳ ଧରି ମାଟି ଖୋଲୁଥିବା ବେଳେ, ଆଉ କିଛି ଯୁବକ ମଣିଷଙ୍କ ମୃତଦେହ ଠାବ କରୁଥିଲେ । କୌଣସି ଏକ ଭୂତ ସିନେମାର ସୁଟିଂ ଭଳି ଥିଲା ପୂରା ଦୃଶ୍ୟ।

ଆପଣ ଏ କଥା ପଢି ପୁରା ବିଚଳିତ ହୋଇପଡିବେଣି । ଭାବୁଥିବେ ଏମିତି ଘଟଣା କୋଉଠି ଘଟିଛି ବୋଲି। ତା ହେଲେ ପଢନ୍ତୁ।

ଗତକାଲି ବଲାଙ୍ଗିର-ଖୁଜେନପାଲି ରାସ୍ତା କଡରେ ଅନେକ ଶବ ପଡିଥିବା ଖବର ପ୍ରସାରଣ ହୋଇଥିଲା । ଏ ସମ୍ପକରେ ଜାଣିବା ପରେ ସମୂହ ଶବ ସତ୍କାର ପାଇଁ ଅଣ୍ଟାଭିଡିଥିଲା ବିଂ ହ୍ୟୁମାନ ସଂଗଠନ। ଜିଆରପି ପୁଣିଥରେ ଶବଗୁଡିକୁ ଆଉ କେଉଁଠି ନେଇ ଫିଙ୍ଗିଦେବାକୁ ଚକ୍ରାନ୍ତ କରୁଥିବା ଜଣାପଡିବା ପରେ ଆଉ ବିଳମ୍ବ କରି ନ ଥିଲେ ସଂଗଠନର କର୍ମକର୍ତ୍ତା  ରାତିରେ ହିଁ ଶବଗୁଡିକୁ ସତ୍କାର କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଡେଡ୍‌ବଡି । ରାତି ପାଖାପାଖି ୮ ଟାରେ ସଂଗଠନର କର୍ମକର୍ତ୍ତା ପହଞ୍ଚିଥିଲା ଶବ ଡମ୍ପିୟାର୍ଡ ନିକଟରେ ।

କୋଦାଳ ସାହାଯ୍ୟରେ ଖୋଳିଥିଲେ ଗାତ।  ତା ପରେ ହାତରେ ହ୍ୟାଣ୍ଡଗ୍ଳୋବ ଲଗାଇ ଶବଗୁଡିକୁ ଉଦ୍ଧାର କରିଥିଲେ ଯୁବକମାନେ ।  ରାତି ଅଧ ଯାଏ ନିଛାଟିଆ ଜାଗାରେ ଚାଲିଥିଲା ଶବ ସତ୍କାର କାର୍ଯ୍ୟ। ଆତ୍ମିୟ ସ୍ୱଜନ ନ ଥିବା ଅଜଣା ଶବମାନଙ୍କୁ ମାଟି ମୁଠାଏ ଦେଇ ଶବର ସାଥୀ ସାଜିଥିଲା ବିଂ ହ୍ୟୁମାନ ସଂଗଠନ। ଏଭଳି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ଖୁଜେନ ପାଲି ସରପଞ୍ଚ ଏବଂ ଗାଁ ଲୋକେ ।

ସୂଚନାଯୋଗ୍ୟ, ଗତକାଲି ଦିନବେଳା ଖବର ଆସିଥିଲା, ଯେ ବଲାଙ୍ଗିର-ଖୁଜେନପାଲି ରାସ୍ତାର ସ୍ୱର୍ଗଦ୍ୱାର ନିକଟରେ ଅଜଣା ମଣିଷର ଶବ ପଡିଛି । ତା ସହିତ ଅନେକ ଶବର କଙ୍କାଳ ମଧ୍ୟ ଏଠାରେ ପଡିଛି । ତଥ୍ୟ ଜାଣିବାକୁ କ୍ୟାମେରା ଟିମ୍‌ ସହ ଖବର ସଂଗ୍ରହ ପାଇଁ ପହଞ୍ଚିବା ବେଳେ ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଶବ ଏଣେ ତେଣେ ପଡିଥିବା ଜଣାପଡିଥିଲା।  ବିଭିନ୍ନ କାରଣରୁ ରେଲୱେ ପୋଲିସ ଅଜଣା  ଶବକୁ ୯୬ ଘଣ୍ଟା ସଂରକ୍ଷଣ କରି ରଖିବା ପରେ ସତ୍କାର କରିବାର ନିୟମ ରହିଛି । ଏଥିପାଇଁ ଅର୍ଥର ମଧ୍ୟ ବ୍ୟବସ୍ଥା ଅଛି।  କିନ୍ତୁ ବଲାଙ୍ଗିର ଜିଆରପି ଶବଗୁଡିକୁ ସତ୍କାର ନ କରି ଖୁଜେନପାଲି ରାସ୍ତାରେ ଡମ୍ପିୟାର୍ଡ କରିଦେଇଥିବା ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ନେଇ ସଙ୍ଗଠନ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦେଇଥିବା ବେଳେ ଆଜି ଏ ସମ୍ପକରେ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି ରେଲୱେ ପୋଲିସ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story