ଗନ୍ଧମାର୍ଦ୍ଦନରେ ରହିଛି କ୍ୟାନସର ମେଡିସିନ୍‌!

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଏଲୋପେଥିକ୍‌ ମେଡିସିନ୍‌ ଦେହରେ ଥିବା କ୍ୟାନସର ସେଲ୍‌ ସହ ଭଲ ସେଲକୁ ମାରିଦେଇଥାଏ। ହେଲେ ଓଡ଼ିଶାର ଗନ୍ଧାମାର୍ଦ୍ଦନ ପର୍ବତର ଗଛମାନଙ୍କଠାରୁ କଢାଯାଇଥିବା କେମିକାଲ୍‌ କେବଳ କ୍ୟାନସର ସେଲକୁ ମାରିଦେଉଥିବା ଦେଖିବାକୁ ମିଳିଛି। ସମ୍ୱଲପୁର ବିଶ୍ୱବିଦ୍ୟାୟ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲା ସୀମାରେ ରହିଛି ଗନ୍ଧମାର୍ଦ୍ଦନ ପର୍ବତ। ଏଠାରେ ପର୍ବତରେ ରହିଛି ବିଭିନ୍ନ ପ୍ରଜାତିର ଔଷଧୀୟ ଗୁଲ୍‌ମ ଲତା। ଆଉ ସେହି ସବୁ ପ୍ରଜାତିର ଗଛକୁ ଆଣି ସମ୍ୱଲପୁର […]

Gandhamardan

Gandhamardan

Manoranjan Sial
  • Published: Tuesday, 31 August 2021
  • Updated: 03 September 2021, 03:20 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଏଲୋପେଥିକ୍‌ ମେଡିସିନ୍‌ ଦେହରେ ଥିବା କ୍ୟାନସର ସେଲ୍‌ ସହ ଭଲ ସେଲକୁ ମାରିଦେଇଥାଏ। ହେଲେ ଓଡ଼ିଶାର ଗନ୍ଧାମାର୍ଦ୍ଦନ ପର୍ବତର ଗଛମାନଙ୍କଠାରୁ କଢାଯାଇଥିବା କେମିକାଲ୍‌ କେବଳ କ୍ୟାନସର ସେଲକୁ ମାରିଦେଉଥିବା ଦେଖିବାକୁ ମିଳିଛି। ସମ୍ୱଲପୁର ବିଶ୍ୱବିଦ୍ୟାୟ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

ବରଗଡ଼ ଜିଲ୍ଲା ସୀମାରେ ରହିଛି ଗନ୍ଧମାର୍ଦ୍ଦନ ପର୍ବତ। ଏଠାରେ ପର୍ବତରେ ରହିଛି ବିଭିନ୍ନ ପ୍ରଜାତିର ଔଷଧୀୟ ଗୁଲ୍‌ମ ଲତା। ଆଉ ସେହି ସବୁ ପ୍ରଜାତିର ଗଛକୁ ଆଣି ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ସୃଷ୍ଟି କରାହୋଇଛି ନର୍ସରୀ। ବିଶ୍ୱ ବିଦ୍ୟାଳୟ ଭିତରେ ତିଆରି ହୋଇଥିବା ନର୍ସରୀରେ ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ୭୫ ପ୍ରଜାତିର ଗଛକୁ ଯତ୍ନର ସହ ବଡ଼ କରାଯାଉଛି। ଏହାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର Biotechnology,  Bio informatics ଆଣ୍ଡ Chemistry ବିଭାଗ ପକ୍ଷରୁ ଚାଲିଛି ଗବେଷଣା। ଟିସୁ କଲଚର ଲ୍ୟାବରେ ଟିସୁ କଲଚର ଜରିଆରେ ସ୍ୱଳ୍ପ ସମୟ ଭିତରେ ଗଛମାନଙ୍କ ସଂଖ୍ୟା ବଢାଯାଉଛି। ଏ  ସବୁ କାମରେ ସହଯୋଗ କରୁଛନ୍ତି ୨୫୦ ଜଣ ବୈଦ୍ୟରାଜ। ଏଥିପାଇଁ ବୈଷୟିକ ଜ୍ଞାନକୌଶଳ ସାଙ୍ଗକୁ ଯନ୍ତ୍ରପାତିର ବ୍ୟବହାର କରାଯାଉଛି।

[caption id="attachment_671777" align="aligncenter" width="650"]Lab ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ଗୁଲ୍ମ ଲତା ଉପରେ ରିସର୍ଚ୍ଚ ଚାଲିଛି[/caption]

ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ଗଛରେ ଥିବା ବିଭିନ୍ନ କେମିକାଲକୁ ବାହାର କରାଯାଏ। ପରେ ତାକୁ ପୃଥକ କରାଯାଏ କ୍ୟାନସର ରୋଗୀଠୁ ବାୟୋପ୍ସି ଜରିଆରେ କଢା ହେଇଥିବା ଟିସୁରୁ କ୍ୟାନସର ହୋଇଥିବା ସେଲ୍‌ ଗୁଡିକୁ ଆଣି ଇନକ୍ୟୁବେଟରରେ ରଖାଯାଏ। ଜୀବନ୍ତ ସେଲ୍‌ରେ ଗଛରୁ ଅଣାହୋଇଥିବା କେମିକାଲକୁ ଲଗାଯାଏ। ପରବର୍ତ୍ତୀ ପର୍ଯ୍ୟାରେ କେତେ ପ୍ରତିଶତ କ୍ୟାନସର ସେଲ୍‌ ମରୁଛନ୍ତି, ଏହାକୁ ଷ୍ଟଡି କରାଯାଇଥାଏ। ଏହି ପରୀକ୍ଷାର ସଫଳତା ଧୀରେ ଧୀରେ ଦେଖିବାକୁ ମିଳୁଥିବା ରିସର୍ଚ୍ଚ ଫେଲୋମାନେ କହିଛନ୍ତି। ଏଲୋପେଥିକ ଔଷଧ ଦେହରେ ଥିବା କ୍ୟାନସର ସେଲ୍‌ ସହ ଭଲ ସେଲକୁ ମାରିଦେଇଥାଏ। ହେଲେ ଗନ୍ଧାମାର୍ଦ୍ଦନ ପର୍ବତର ଗଛମାନଙ୍କରୁ କଢାହୋଇଥିବା ଏହି କେମିକାଲ୍‌ କେବଳ କ୍ୟାନସର ସେଲକୁ ମାରିଦେଉଥିବା ଦେଖିବାକୁ ମିଳିଛି। କେବଳ କ୍ୟାନସର ନୁହଁ, ଫାଇଲେରିଆ, ମେଲେରିଆ,ବ୍ୟାକ୍ଚେରିଆ ସଂକ୍ରମଣ ଓ ଡାଇବେଟିସ୍‌ ଉପରେ ମଧ୍ୟ ଚାଲିଛି ଗବେଷଣା।

ବିଶ୍ୱ ବ୍ୟାଙ୍କର ୪ କୋଟି ଟଙ୍କା ସହଯୋଗରେ ସେଣ୍ଟର ଫର ଏକ୍ସିଲେନ୍ସି ଦ୍ୱାରା ୨୦୧୯ ଡିସେମ୍ବର ମାସରେ ଏହି ଗବେଷଣା ଆରମ୍ଭ ହୋଇଥିଲା। ଏହି ପ୍ରୋଜେକ୍ଟର ଅବଧି ରିହିଛି ୫ ବର୍ଷ। ଆଉ ଏହାକୁ ସଫଳ କରିବା ପାଇଁ ଦିନରାତି ଲାଗିଛନ୍ତି ୨ଟି ବିଭାଗର ୯ ଜଣା ବୈଜ୍ଞାନିକ ଓ ୧୫ ଜଣ ରିସର୍ଚ୍ଚର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story