ଶୌଚାଳୟରେ ନାବାଳିକାକୁ ବଳାତ୍କାର!, ଉତ୍ତେଜନା

ରାଉରକେଲା: ରାଉରକେଲା ଷ୍ଟେସନରେ ଆଜି ଜଣେ ୧୩ ବର୍ଷୀୟା ବାଳିକା ବଳାତ୍କାରରେ ଶିକାର ହୋଇଛି। ଏହାକୁ ନେଇ ଷ୍ଟେସନ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ରାଇରଙ୍ଗପୁର ଅଞ୍ଚର ନାବାଳିକା ଜଣକ ପରିବାର ସହ ଆଜି ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଶୌଚାଳୟ କେୟାରଟେକର ଓ ତାଙ୍କ ବନ୍ଧୁ ମିଶି ଝିଅଟିକୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଏବେ […]

rkl-incident

rkl-incident

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 07:19 PM IST

Sports

Latest News

ରାଉରକେଲା: ରାଉରକେଲା ଷ୍ଟେସନରେ ଆଜି ଜଣେ ୧୩ ବର୍ଷୀୟା ବାଳିକା ବଳାତ୍କାରରେ ଶିକାର ହୋଇଛି। ଏହାକୁ ନେଇ ଷ୍ଟେସନ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ରାଇରଙ୍ଗପୁର ଅଞ୍ଚର ନାବାଳିକା ଜଣକ ପରିବାର ସହ ଆଜି ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଶୌଚାଳୟ କେୟାରଟେକର ଓ ତାଙ୍କ ବନ୍ଧୁ ମିଶି ଝିଅଟିକୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଏବେ ଅଭିଯୁକ୍ତ ଦ୍ୱୟ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos