‘ଓଡ଼ିଶା ସରକାରଙ୍କ କୃଷି ନୀତିରେ ତ୍ରୁଟି ଯୋଗୁଁ ବଢୁଛି ଚାଷୀ ଆତ୍ମହତ୍ୟା’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷିନୀତିରେ ରହିଛି ତ୍ରୁଟି । ପରିଣାମ ସ୍ୱରୂପ ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିଛି ଓ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢ଼ିବାରେ ଲାଗିଛି। ଏଭଳି ଅଭିଯୋଗ କରିଛନ୍ତି ବିଜେପି କିଶାନ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଜୟ ପାଲ୍ ସିଂ ତୋମାର୍। ସେ କହିଛନ୍ତି କେନ୍ଦ୍ରୀୟ ଟିମ୍ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଏସଡିଆରଏଫ୍ ଜରିଆରେ ୨ଶହ ୮୧କୋଟି ୨୫ଲକ୍ଷ ଟଙ୍କା […]

jana

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 09:57 AM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷିନୀତିରେ ରହିଛି ତ୍ରୁଟି । ପରିଣାମ ସ୍ୱରୂପ ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିଛି ଓ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢ଼ିବାରେ ଲାଗିଛି। ଏଭଳି ଅଭିଯୋଗ କରିଛନ୍ତି ବିଜେପି କିଶାନ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଜୟ ପାଲ୍ ସିଂ ତୋମାର୍। ସେ କହିଛନ୍ତି କେନ୍ଦ୍ରୀୟ ଟିମ୍ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଏସଡିଆରଏଫ୍ ଜରିଆରେ ୨ଶହ ୮୧କୋଟି ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେବେ ରାଜ୍ୟ ସରକାର ଏସବୁକୁ ଚାଷୀଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାର ଦେଇଥିବା ଅର୍ଥରୁ ୧୦ ଟଙ୍କା ବି ଓଡ଼ିଶାର ଚାଷୀଙ୍କ ନିକଟରେ ପହଞ୍ଚି ନାହିଁ।

Related story