ନୂଆ ଇତିହାସ: ଦେଶର ଶ୍ରେଷ୍ଠ ୧୫ ନେଟୱର୍କ ମଧ୍ୟରେ ‘ଓଟିଭି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଏକ ନମ୍ବର ଓଡ଼ିଆ ଟିଭି ଚାନେଲ ‘ଓଟିଭି’କୁ ମିଳିଲା ନୂଆ ସଫଳତା। ଏକ ମାତ୍ର ଓଡ଼ିଆ ଭାଷା ଭିତ୍ତିକ ‘ଓଟିଭି’ ବାର୍କ ନେଟୱର୍କ ତାଲିକାରେ ଶ୍ରେଷ୍ଟ ୧୫ ତାଲିକାରେ ସ୍ଥାନ ପାଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ଆଦୃତି ଲାଭ କରିଆସୁଥିବା ଓଟିଭିକୁ ଜାତୀୟସ୍ତରରେ ମିଳିଛି ଶ୍ରେଷ୍ଟ ପ୍ରଦର୍ଶନର ମାନ୍ୟତା। ବାର୍କ ନେଟୱର୍କ ପକ୍ଷରୁ ଚଳିତ ମାସରେ କରାଯାଇଥିବା ସର୍ଭେରେ ଏହି ରିପୋର୍ଟ ଆସିଛି। ଏହି ତାଲିକାରେ ଶୀର୍ଷରେ […]

OTV

OTV

Tapas Behera
  • Published: Wednesday, 26 August 2020
  • Updated: 27 August 2020, 11:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଏକ ନମ୍ବର ଓଡ଼ିଆ ଟିଭି ଚାନେଲ ‘ଓଟିଭି’କୁ ମିଳିଲା ନୂଆ ସଫଳତା। ଏକ ମାତ୍ର ଓଡ଼ିଆ ଭାଷା ଭିତ୍ତିକ ‘ଓଟିଭି’ ବାର୍କ ନେଟୱର୍କ ତାଲିକାରେ ଶ୍ରେଷ୍ଟ ୧୫ ତାଲିକାରେ ସ୍ଥାନ ପାଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ଆଦୃତି ଲାଭ କରିଆସୁଥିବା ଓଟିଭିକୁ ଜାତୀୟସ୍ତରରେ ମିଳିଛି ଶ୍ରେଷ୍ଟ ପ୍ରଦର୍ଶନର ମାନ୍ୟତା। ବାର୍କ ନେଟୱର୍କ ପକ୍ଷରୁ ଚଳିତ ମାସରେ କରାଯାଇଥିବା ସର୍ଭେରେ ଏହି ରିପୋର୍ଟ ଆସିଛି। ଏହି ତାଲିକାରେ ଶୀର୍ଷରେ ରହିଛି ଷ୍ଟାର ନେଟୱର୍କ । ତେବେ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନୀତିକୁ ଆଧାର କରି ଖବର ପରିବେଶଣ କରି ଆସୁଛି ଓଟିଭି ।

୧୯୯୭ ମସିହା ଏପ୍ରିଲ ୧୮ ତାରିଖ ଏକ ନୂଆ ପରିଚୟ ନେଇ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଥିଲା ଏହି ଟିଭି ଚାନେଲ। ରାଜୀନୀତି ହେଉ କି ଅର୍ଥନୀତି, ମାଓ ଅପହରଣ ପରି ସାମାଜିକ ସମସ୍ୟା ହେଉ କି ହୁଡ୍ ହୁଡ୍ ଓ ଫାଇଲିନ୍ ଓ ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ, ଅବା ଖଣି ମହାଲୁଟ୍ ଓ ମର୍ମନ୍ତୁଦ ଦୁର୍ଘଟଣା। ପ୍ରତିଟି ଘଟଣାରେ ପ୍ରତିଟି ମୁହୂର୍ତ୍ତରେ ଓଡ଼ିଶାବାସୀଙ୍କ ପାଖରେ ଠିଆ ହୋଇଛି ଓଟିଭି। ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଥିବା ପ୍ରତିଟି ଖବର ପାଇଁ ଓଟିଭି ପ୍ରତିନିଧି ପହଞ୍ଚିଛନ୍ତି ଗ୍ରାଉଣ୍ଡ ଜିରୋରେ।

ଏପରିକି ରାଜ୍ୟ ବାହାରୁ ବି ଓଡ଼ିଆଙ୍କ ଖବର ଆପଣଙ୍କ ନିକଟରେ ପ୍ରଥମେ ପହଞ୍ଚାଉଛି। ଖାଲି ସେତିକି ନୁହେଁ, ସମୟ ଓ ବିଜ୍ଞାନ ସହ ତାଳ ଦେଇ ପାଲଟିଛି ଟେକ୍ନୋଲୋଜି ସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲ। ଅନେକ ଅଭିଜ୍ଞତା ଓ ଦର୍ଶକଙ୍କ ମତାମତକୁ ପାଥେୟ କରି ଓଟିଭି ଓଡ଼ିଶାରେ ଖବର ପ୍ରସାରଣର ସୃଷ୍ଟି କରିଛି ନୂଆ ଧାରା। କେବୁଲ୍ ଟିଭିରୁ ଡିଜିଟାଲ୍, ସମୟ ସହ ତାଳ ଦେଇ ଅତ୍ୟାଧୁନିକ ଟେକ୍ନୋଲୋଜି ସଂପନ୍ନ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍ ହୋଇ ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story