ଓଡ଼ିଶାରେ ମହିଳା ଓ ଶିଶୁ ଅସୁରକ୍ଷିତ: ରାହତକର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ସରକାର ମହିଳା ବିରୋଧୀ। ପ୍ରତିଦିନ ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଘଟଣା। ଏପରିକି ରାଜ୍ୟରେ ଶିଶୁ ବି ଅସୁରକ୍ଷିତ।” ଆଜି ଏପରି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ଏହା କହିଛନ୍ତି ରାହତକର୍। ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ନେଇ ଲୋକଙ୍କୁ ବିଜେପି ସଚେତନ […]

bjp

bjp

Jyoshna Pradhan
  • Published: Sunday, 23 September 2018
  • Updated: 23 September 2018, 11:27 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ସରକାର ମହିଳା ବିରୋଧୀ। ପ୍ରତିଦିନ ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଘଟଣା। ଏପରିକି ରାଜ୍ୟରେ ଶିଶୁ ବି ଅସୁରକ୍ଷିତ।” ଆଜି ଏପରି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର୍।

ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ଏହା କହିଛନ୍ତି ରାହତକର୍।

ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ନେଇ ଲୋକଙ୍କୁ ବିଜେପି ସଚେତନ କରିବ ବୋଲି ସେ କହିଛନ୍ତି। ଏହାସହ ଆସନ୍ତାକାଲି ହେବାକୁ ଥିବା ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହି ସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗ ବ୍ୟତୀତ ରାଜ୍ୟରେ ବିଜେପିର ସଂଗଠନକୁ ଆହୁରି ମଜଭୁତ୍ କରାଯିବା ନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରତି ବୁଥ୍‌ରେ ବିଜେପିର ମହିଳା କର୍ମୀ କାମ କରିବେ। ଅତି କମ୍‌ରେ ପ୍ରତି ବୁଥ୍‌ରେ ୫ ଜଣ ମହିଳା କର୍ମୀ କାମ କରିବେ ବୋଲି ସୂଚନା ଦେଇଛନ୍ତି ରାହତକର।
ଅନ୍ୟପକ୍ଷରେ ବିଜେପି ଉପରେ ଓଲଟା ଆରୋପ ଲଗାଇଛନ୍ତି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ଦୁଷ୍କର୍ମ ବଢ଼ିଛି। ପ୍ରଥମେ ସେହି ଅଞ୍ଚଳର ପରିସ୍ଥିତି ସମ୍ଭାଳନ୍ତୁ ବୋଲି କହିଛନ୍ତି ପ୍ରମିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story