ବିଦ୍ୟୁତ୍ ସଂଯୋଗ ଦେବାକୁ ଲାଞ୍ଚ ନେଉଥିଲେ ଲାଇନ୍ ମ୍ୟାନ୍, ଧରିଲା ଭିଜିଲାନ୍ସ

ପୁରୀ/ପିପିଲି(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଲାଇନ ମ୍ୟାନ। ଆଜି ଭିଜିଲାନ୍ସ ଏହି ଲାଞ୍ଚୁଆ ଲାଇନ୍‌ ମ୍ୟାନଙ୍କୁ ଧରିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ବ୍ଲକ ଭାରତୀପୁର ବିଦ୍ୟୁତ ସବ୍‌ଡିଭିଜନର ଲାଇନ ମ୍ୟାନ ମାନସ ସାହୁ। ସୂଚନା ମୁତାବକ, ବିଦ୍ୟୁତ ସଂଯୋଗ ପାଇଁ ଡେଲାଙ୍ଗ ମଳିଗାଁର ଜ୍ୟୋସ୍ନା ବେହେରା ସମ୍ପୃକ୍ତ ବିଭାଗ ନିକଟରେ ଅନଲାଇନ ଯୋଗେ ୪୩୪୧ ଟଙ୍କା ପୈଠ କରିଥିଲେ। […]

vigilan

vigilan

Niranjan Mishra
  • Published: Friday, 23 December 2022
  • Updated: 23 December 2022, 06:39 PM IST

Sports

Latest News

ପୁରୀ/ପିପିଲି(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଲାଇନ ମ୍ୟାନ। ଆଜି ଭିଜିଲାନ୍ସ ଏହି ଲାଞ୍ଚୁଆ ଲାଇନ୍‌ ମ୍ୟାନଙ୍କୁ ଧରିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ବ୍ଲକ ଭାରତୀପୁର ବିଦ୍ୟୁତ ସବ୍‌ଡିଭିଜନର ଲାଇନ ମ୍ୟାନ ମାନସ ସାହୁ।

ସୂଚନା ମୁତାବକ, ବିଦ୍ୟୁତ ସଂଯୋଗ ପାଇଁ ଡେଲାଙ୍ଗ ମଳିଗାଁର ଜ୍ୟୋସ୍ନା ବେହେରା ସମ୍ପୃକ୍ତ ବିଭାଗ ନିକଟରେ ଅନଲାଇନ ଯୋଗେ ୪୩୪୧ ଟଙ୍କା ପୈଠ କରିଥିଲେ। ହେଲେ ତାଙ୍କୁ ବିଦ୍ୟୁତ ସଂଯୋଗ ମିଳି ନ ଥିଲା। ସେପଟେ ବିଦ୍ୟୁତ୍ ସଂଯୋଗ ପାଇବାକୁ ହେଲେ ମାନସ ୭୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜ୍ୟୋସ୍ନା ଭିଜିଲାନ୍ସକୁ ଜଣାଇଥିଲେ। ଆଜି ସେ ଦିନ ୧୧ଟା ବେଳେ ଯୋଜନା ମୁତାବକ ମାନସଙ୍କୁ ଟଙ୍କା ଦେଇଥିଲେ। ମାନସ ଟଙ୍କା ନେଇ ପକେଟରେ ରଖିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରିଥିଲା।

ପୁରୀ ଭିଜିଲାନ୍ସ ବିଭାଗ ଡିଏସପି ଶିଶିର ଭୋଇଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଭିଜିଲାନ୍ସ ଟିମ ମାନସଙ୍କୁ କାବୁ କରିବା ପରେ ଅଧିକ ଖୋଳତାଡ଼ ଚଳାଇଛନ୍ତି।

ତେବେ ଗତକାଲି ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜିତୁରଞ୍ଜନ ଛାଟୋଇ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କ ଜମିକୁ ଘରବାଡ଼ି ରେକର୍ଡଭୁକ୍ତ କରିବା ନିମନ୍ତେ ଦାଖଲ ଓଲେଆର ମାମଲାର ଫଇସଲା ନିମନ୍ତେ ସେ ଏହି ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବା ବେଳେ ଜିତୁରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ। ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story