ଭାଇରାଲ ହେଉଛି ସୋନୁ ସଙ୍ଗ: ଗୀତ ଗୀତରେ ସରକାରୀ ବ୍ୟବସ୍ଥାକୁ କଟାକ୍ଷ

ଭୁବନନେଶ୍ୱର: ସୋସିଆଲ୍ ମିଡିଆରେ କିଛିଦିନ ହେଲା ଖୁବ୍ ଭାଇରାଲ୍ ହୋଇଛି ସୋନୁ  ସଙ୍ଗ। ମରାଠୀରୁ ଆରମ୍ଭ ହୋଇଥିବା ଏହି ଗୀତ ଏବେ ଅଧିକାଂଶ ଭାଷାରେ ତିଆରି ହେଲାଣି। ଏପରିକି ଓଡ଼ିଶାରେ ମଧ୍ୟ ଗୋଟିଏ ପରେ ଗୋଟିଏ ସୋନୁ ସଙ୍ଗ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ତେବେ କିଏ, କେମିତି ଓ କେଉଁଠୁ ସୃଷ୍ଟି ହେଲା ଏ ସୋନୁ ସଙ୍ଗ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୀତରେ ଗୀତରେ ବ୍ୟବସ୍ଥାକୁ ଗାଳି। ସରକାରଙ୍କୁ ସମାଲୋଚନା। ଲୋକପ୍ରିୟ ଅର୍ଜନ ପାଇଁ ମଲିସ୍କାଙ୍କ ଏହି ସୋନୁ ସଙ୍ଗ ଏବେ ଭାଇରାଲ୍ ତାଲିକାର ଖୁବ୍ ଆଗରେ। ମୁମ୍ବାଇର ରାସ୍ତା, ଡ୍ରେନେଜ୍ ଓ ଜଳବନ୍ଦୀକୁ ନେଇ ମଲିସ୍କା ଉଠାଇଥିଲେ ସ୍ୱର। ଏହି ମ୍ୟୁଜିକ୍ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିବା ପରେ ଚମକି  ପଡ଼ିଥିଲେ। ସରକାର  ନେତାଙ୍କ ନାଲି ଆଖି ସାଙ୍ଗକୁ ମାନହାନୀ ମୋକଦ୍ଦମା ମଧ୍ୟ ରୁଜୁ ହୋଇଥିଲା।

ମରାଠୀ ଭାଷାରେ ନିର୍ମିତ ଏହି ସୋନୁ ସଙ୍ଗ ନିଶା ଏବେ ସାରା ଦେଶକୁ ଘାରିଛି। ବିଧି, ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ସୋନୁ ସଙ୍ଗ ପାଲଟିଛି ମାଧ୍ୟମ। ଏପରିକି ଓ଼ଡିଆ ଭାଷାରେ ମଧ୍ୟ ଗୋଟିଏ ପରେ ଗୋଟିଏ ସୋନୁ ସଙ୍ଗ ସୋସିଆଲ୍ ମିଡିଆ ବଜାରକୁ ଖୁବ୍ ଗରମ୍ କରିଛି। ଏହି ଗୀତକୁ ପ୍ରଥମେ କଂପୋଜ କରିଥିଲେ ଅଜୟ କ୍ଷୀରସାଗର। ତେବେ ମଲିସ୍କା ଷ୍ଟାଇଲ୍ ଏହାକୁ ଭାଇରାଲ୍ କରିଥିଲା।

Ordigital Desk
• Published: Tuesday, 08 August 2017
• Updated: 08 August 2017, 08:30 PM IST

Sports

Latest News

ଭୁବନନେଶ୍ୱର: ସୋସିଆଲ୍ ମିଡିଆରେ କିଛିଦିନ ହେଲା ଖୁବ୍ ଭାଇରାଲ୍ ହୋଇଛି ସୋନୁ  ସଙ୍ଗ। ମରାଠୀରୁ ଆରମ୍ଭ ହୋଇଥିବା ଏହି ଗୀତ ଏବେ ଅଧିକାଂଶ ଭାଷାରେ ତିଆରି ହେଲାଣି। ଏପରିକି ଓଡ଼ିଶାରେ ମଧ୍ୟ ଗୋଟିଏ ପରେ ଗୋଟିଏ ସୋନୁ ସଙ୍ଗ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ତେବେ କିଏ, କେମିତି ଓ କେଉଁଠୁ ସୃଷ୍ଟି ହେଲା ଏ ସୋନୁ ସଙ୍ଗ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୀତରେ ଗୀତରେ ବ୍ୟବସ୍ଥାକୁ ଗାଳି। ସରକାରଙ୍କୁ ସମାଲୋଚନା। ଲୋକପ୍ରିୟ ଅର୍ଜନ ପାଇଁ ମଲିସ୍କାଙ୍କ ଏହି ସୋନୁ ସଙ୍ଗ ଏବେ ଭାଇରାଲ୍ ତାଲିକାର ଖୁବ୍ ଆଗରେ। ମୁମ୍ବାଇର ରାସ୍ତା, ଡ୍ରେନେଜ୍ ଓ ଜଳବନ୍ଦୀକୁ ନେଇ ମଲିସ୍କା ଉଠାଇଥିଲେ ସ୍ୱର। ଏହି ମ୍ୟୁଜିକ୍ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିବା ପରେ ଚମକି  ପଡ଼ିଥିଲେ। ସରକାର  ନେତାଙ୍କ ନାଲି ଆଖି ସାଙ୍ଗକୁ ମାନହାନୀ ମୋକଦ୍ଦମା ମଧ୍ୟ ରୁଜୁ ହୋଇଥିଲା।

ମରାଠୀ ଭାଷାରେ ନିର୍ମିତ ଏହି ସୋନୁ ସଙ୍ଗ ନିଶା ଏବେ ସାରା ଦେଶକୁ ଘାରିଛି। ବିଧି, ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ସୋନୁ ସଙ୍ଗ ପାଲଟିଛି ମାଧ୍ୟମ। ଏପରିକି ଓ଼ଡିଆ ଭାଷାରେ ମଧ୍ୟ ଗୋଟିଏ ପରେ ଗୋଟିଏ ସୋନୁ ସଙ୍ଗ ସୋସିଆଲ୍ ମିଡିଆ ବଜାରକୁ ଖୁବ୍ ଗରମ୍ କରିଛି। ଏହି ଗୀତକୁ ପ୍ରଥମେ କଂପୋଜ କରିଥିଲେ ଅଜୟ କ୍ଷୀରସାଗର। ତେବେ ମଲିସ୍କା ଷ୍ଟାଇଲ୍ ଏହାକୁ ଭାଇରାଲ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos