‘ଡବଲ୍‌ ଇଞ୍ଜିନ ଲାଗିଲେ ଓଡ଼ିଶାର ପ୍ରଗତି ବୁଲେଟ୍‌ ଟ୍ରେନ୍‌ ପରି ଦୌଡ଼ିବ’

ବାରିପଦା (ପ୍ରଣୟ ପାଣି): ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପରେ ଆଜି ଓଡ଼ିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ସେ ବାରିପଦା, ଯାଜପୁର ଓ ପାରାଦୀପରେ ଆୟୋଜିତ ବିକାଶ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଧୁମ୍‌ ବର୍ଷିଥିଲେ। ଏଥିସହିତ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଓଡ଼ିଶାର ବିକାଶରେ ଡବଲ୍‌ ଇଞ୍ଜିନ ଲାଗିଗଲେ ପ୍ରଗତି ବୁଲେଟ୍‌ ଟ୍ରେନ୍‌ ପରି ଦୌଡ଼ିବ ବୋଲି ନୀତୀନ […]

odisha-will-see-rapid-progress-if-bjp-comes-to-power-says-nitin-gadkari

Manoranjan Sial
  • Published: Thursday, 18 April 2019
  • Updated: 18 April 2019, 07:48 PM IST

Sports

Latest News

ବାରିପଦା (ପ୍ରଣୟ ପାଣି): ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପରେ ଆଜି ଓଡ଼ିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ସେ ବାରିପଦା, ଯାଜପୁର ଓ ପାରାଦୀପରେ ଆୟୋଜିତ ବିକାଶ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଧୁମ୍‌ ବର୍ଷିଥିଲେ। ଏଥିସହିତ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଓଡ଼ିଶାର ବିକାଶରେ ଡବଲ୍‌ ଇଞ୍ଜିନ ଲାଗିଗଲେ ପ୍ରଗତି ବୁଲେଟ୍‌ ଟ୍ରେନ୍‌ ପରି ଦୌଡ଼ିବ ବୋଲି ନୀତୀନ ଗଡ଼କରୀ କହିଛନ୍ତି।

ବାରିପଦା ଛଉ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି-“ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଯୋଗ ମିଳୁନି। ପାରାଦୀପ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଛନ୍ତି। ଏହା ଦ୍ୱାରା ଅନେକ ସ୍ଥାନୀୟ ଯୁବକ କାମ ପାଇଥାନ୍ତେ। ମାତ୍ର ରାଜ୍ୟ ସରକାର କାମ କଲେନି। ସେହିପରି ରେଳପଥର ଉନ୍ନତିକରଣ ପାଇଁ କେନ୍ଦ୍ର ୬ ହଜାର କୋଟି ଟଙ୍କା ଦେଇଛି। ଜମି ଅଧିଗ୍ରହଣରେ ସମସ୍ୟା ବାହାନା ଦେଖାଇ ସେ କାମ ମଧ୍ୟ ତ୍ୱରାନ୍ୱିତ କଲେନି। ଫଳରେ ବାହାରୁ ପୁଞ୍ଜିନିବେଶକାରୀ ଆସିବାକୁ ଆଗ୍ରହ ଦେଖାଉନାହାନ୍ତି। ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଆବଶ୍ୟକ। ଆୟୁଷ୍ମାନ ଯୋଜନା ଗ୍ରହଣ କଲେନି କି କୃଷକଙ୍କ ତାଲିକା ମଧ୍ୟ ଦେଲେନି। ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁ ରାଜ୍ୟବାସୀ ହତାଶ ହୋଇଛନ୍ତି।”

ସମାବେଶ ପରେ ଗଡ଼କରୀ କହିଛନ୍ତି-“ପାରାଦୀପରୁ ତାଳଚେର ପର୍ଯ୍ୟନ୍ତ ରେଳ ଲାଇନ୍‌ ବିଛା ଯାଉଛି। ମାତ୍ର ଜମି ଅଧିଗ୍ରହଣ ହୋଇପାରୁ ନାହିଁ। ଜାତୀୟ ରାଜପଥ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ମିଳୁନି। ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପାଖରେ ବର୍ଷବର୍ଷ ଧରି ଫାଇଲ୍‌ ଅଟକି ରହିଛି। ଓଡ଼ିଶାର ବିକାଶ ପାଇଁ ଇନ୍‌ଫ୍ରାଷ୍ଟକ୍‌ଚରରେ ଉନ୍ନତି ହେବା ଦରକାର। ଏଠି ମିନେରାଲ୍‌ ବେସ୍‌ଡ ଇଣ୍ଡଷ୍ଟ୍ରି ଡେଭଲପ୍‌ ହେବା ଦରକାର।”

ସେ କହିଛନ୍ତି-“ବନ୍ୟା ଆସିଲେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟୁଛି। ଗୋଟିଏ ନଦୀର ପାଣି ଅନ୍ୟ ନଦୀରେ ଛାଡ଼ିଲେ ବନ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ। ମାତ୍ର ରାଜ୍ୟ ସରକାର ନଦୀ ସଂଯୋଗୀକରଣକୁ ବିରୋଧ କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଏଠାରେ ବିକାଶମୁଖୀ ସରକାର ଚାଲିନାହିଁ। ଓଡ଼ିଶାରେ ବିକାଶମୁଖୀ ସରକାର ଗଢ଼ିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଓ ଚାଷୀଙ୍କ ଉନ୍ନତି ହେବ। ସ୍ଥିତିକୁ ଦେଖିଲେ ଲୋକେ ପରିବର୍ତ୍ତନ ମୋଡ୍‌ରେ ଅଛନ୍ତି। ବିଜେପି ଓଡ଼ିଶାକୁ ଏକ ବିକାଶମୁଖୀ ସରକାର ଦେବ ଓ ରାଜ୍ୟରେ ବିକାଶ କରାଇବ।

ସେ କହିଛନ୍ତି-“୫୦ବର୍ଷରେ କଂଗ୍ରେସ ଯାହା କରିପାରିନଥିଲା ୫ ବର୍ଷରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର କରିପାରିଛି। ମୋର ଆଶା ଓଡ଼ିଶା ଓ କେନ୍ଦ୍ରରେ ବିଜେପି (ଡବଲ୍‌ ଇଞ୍ଜିନ) ସରକାର ଗଢ଼ିବ। ଓଡ଼ିଶାର ବିକାଶରେ ଡବଲ୍‌ ଇଞ୍ଜିନ ଲାଗିଗଲେ ପ୍ରଗତି ବୁଲେଟ୍‌ ଟ୍ରେନ୍‌ ପରି ଦୌଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story