ଓଡ଼ିଶାରେ ଧରପଗଡ଼ କରିବ କଳାଟଙ୍କା ସଂପର୍କିତ ଏସଆଇଟି, ଗୁରୁବାର ବସିବ ବୈଠକ

କଟକ: ଦେଶରେ କଳାଟଙ୍କା ସଂକ୍ରାନ୍ତରେ ତଦନ୍ତ କରୁଥିବା ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ଆରମ୍ଭ କରିବ ଓଡ଼ିଶାରେ ଅଭିଯାନ। ଜୋରଦାର ହେବ କଳାଟଙ୍କା ଧରପଗଡ଼ କାର୍ଯ୍ୟକ୍ରମ। ଆସନ୍ତାକାଲି କଟକରେ ଏ ନେଇ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିପାଇଁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଏସ୍ଆଇଟି ଉପାଧ୍ୟକ୍ଷ ଅରିଜିତ ପଶାୟତ। ଚିଟଫଣ୍ଡ୍ ହେଉ କି ଖଣି ଦୁର୍ନୀତି ଅବା ସାରଥୀଙ୍କ ଅର୍ଥ କାରବାର- ଏ ସମସ୍ତ ମାମଲାରେ ମନିଟ୍ରେଲ ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ […]

pashayat

pashayat

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 02:54 PM IST

Sports

Latest News

କଟକ: ଦେଶରେ କଳାଟଙ୍କା ସଂକ୍ରାନ୍ତରେ ତଦନ୍ତ କରୁଥିବା ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ଆରମ୍ଭ କରିବ ଓଡ଼ିଶାରେ ଅଭିଯାନ। ଜୋରଦାର ହେବ କଳାଟଙ୍କା ଧରପଗଡ଼ କାର୍ଯ୍ୟକ୍ରମ। ଆସନ୍ତାକାଲି କଟକରେ ଏ ନେଇ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିପାଇଁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଏସ୍ଆଇଟି ଉପାଧ୍ୟକ୍ଷ ଅରିଜିତ ପଶାୟତ।

ଚିଟଫଣ୍ଡ୍ ହେଉ କି ଖଣି ଦୁର୍ନୀତି ଅବା ସାରଥୀଙ୍କ ଅର୍ଥ କାରବାର- ଏ ସମସ୍ତ ମାମଲାରେ ମନିଟ୍ରେଲ ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ କଳାଟଙ୍କ। ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଯୋଗଦେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ।

ଖଣି ଦୁର୍ନୀତି ମାମଲାରେ ଇଡି ନିକଟରେ କେତେ ଜଣ ଖଣି ମାଲିକ ଓ ଟ୍ରାନ୍ସପୋର୍ଟରଙ୍କୁ ପଚରାଉଚୁରା କରିଛି। ସେହିଭଳି ଚିଟଫଣ୍ଡ ଦୁର୍ନୀତିରେ ମଧ୍ୟ କେତେକ ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ଇଡି ଜେରା କରିଛି।  ଏମାନଙ୍କୁ ଜେରା ସମୟରେ ନୂଆ ନୂଆ ତଥ୍ୟ ପାଇଛନ୍ତି ତଦନ୍ତ ଅଧିକାରୀ। ସେହିପରି ସାରଥି ମାମଲାରେ ମଧ୍ୟ ଇଡି ଅନେକ ନଥିପତ୍ର ହାସଲ କରିଛି। ଏହାକୁ ଆଧାର କରି ଏସବୁ ମାମଲାର ମନିଟ୍ରେଲ୍ ସଂପର୍କରେ ଜାଣିବା ଲାଗି ବୈଠକରେ ଯୋଜନା ପ୍ରସ୍ତୁତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story