କରୋନାକୁ ନେଇ ବଡ଼ ଖବର: ଓଡ଼ିଶାର ଦ୍ୱିତୀୟ ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ବଡ଼ ଖବର। ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ। ଭୁବନେଶ୍ୱର AIIMSରୁ ଡିସ୍‌ଚାର୍ଜ ହେଲେ ସମ୍ପୃକ୍ତ କରୋନା ଆକ୍ରାନ୍ତ। ତାଙ୍କ ବୟସ ୨୦। ସେ ସଂପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ମିଳିଛି। The second COVID-19 positive case in Odisha, belonging to Bhubaneswar has completely recovered […]

w-1

w-1

Tapas Behera
  • Published: Wednesday, 01 April 2020
  • Updated: 01 April 2020, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ବଡ଼ ଖବର। ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ। ଭୁବନେଶ୍ୱର AIIMSରୁ ଡିସ୍‌ଚାର୍ଜ ହେଲେ ସମ୍ପୃକ୍ତ କରୋନା ଆକ୍ରାନ୍ତ। ତାଙ୍କ ବୟସ ୨୦। ସେ ସଂପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ମିଳିଛି।

ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକ ଜଣକ ଗତ ୧୯ ତାରିଖରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ସେଇ ୧୯ ତାରିଖରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବ୍ରିଟେନରୁ ଫେରିଥିଲେ। ତେବେ ସେ ଆଜି ଭଲ ହୋଇ ଫେରିଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଓଡ଼ିଶାରୁ ଆହୁରୀ ୩ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos