କଟକ ଡ୍ରେନେଜ୍ ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍ ଡିଭିଜନର ଯନ୍ତ୍ରୀ ବିଜ୍ଞାନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଜ୍ଞାନଙ୍କ ଘରେ ସମେତ ଅଫିସ, କଟକ ଓ ଭୁବନେଶ୍ୱରର ୬ଟି ଜାଗାରେ ଚଢାଉ ଚାଲିଛି।  ମିଳିଥିବା ସୂଚନା ଅନୁସାରେ ବିଜ୍ଞାନଙ୍କ ପାଖରୁ ପ୍ରାୟ ୮୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି।

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 02:28 PM IST

Related story