ବିଧାୟକଙ୍କ କଙ୍ଗାରୁ କୋର୍ଟ ! ସର୍ବସାଧାରଣରେ ସରକାରୀ ଅଧିକାରୀଙ୍କୁ ଉଠବସ୍, ଭିଡିଓ ଭାଇରାଲ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ  ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର। ଜଣେ ସରକାରୀ ଅଧିକାରୀଙ୍କୁ ଉଠବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ବିଧାୟକ ଶହେ ଥର ବସଉଠ ହେବାକୁ କହୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି।  ସଂପୃକ୍ତ ଅଧିକାରୀ ଦେଲେ କଣ୍ଟାବାଞ୍ଜି ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବର। ବିଧାୟକଙ୍କ କଥା ମାନି ସେ […]

c-99

c-99

Tapas Behera
  • Published: Thursday, 06 June 2019
  • Updated: 06 June 2019, 01:07 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ  ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର। ଜଣେ ସରକାରୀ ଅଧିକାରୀଙ୍କୁ ଉଠବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ବିଧାୟକ ଶହେ ଥର ବସଉଠ ହେବାକୁ କହୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି।  ସଂପୃକ୍ତ ଅଧିକାରୀ ଦେଲେ କଣ୍ଟାବାଞ୍ଜି ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବର।

ବିଧାୟକଙ୍କ କଥା ମାନି ସେ ଉଠ୍‌ବସ୍‌ ମଧ୍ୟ ହେଉଛନ୍ତି।  ତେବେ ପୁଣି ଉଠବସ ହେବା ପାଇଁ ବାଧ୍ୟ କରିବାରୁ ଅଧିକାରୀ ଜଣକ ହାତଯୋଡ଼ି ନେହୁରା ହେଉଥିବା ଭିଜୁଆଲରେ ଦେଖିବାକୁ ମିଳିଛି।  ଉଠବସ ନହେଲେ ଲୋକ ମାଡ଼ ମାରିବେ ବୋଲି ମଧ୍ୟ ବିଧାୟକ ଚେତାବନୀ ଦେଉଛନ୍ତି।  ଏହି ଭିଜୁଆଲ ବଲାଙ୍ଗିର ଜିଲ୍ଲା ବେଲପଡ଼ାର ବୋଲି କୁହାଯାଉଛି । ତେବେ ଏହି ଭାଇରାଲ ଭିଡ଼ିଓ ପ୍ରସଙ୍ଗରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିବା ବେଳେ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ଅନ୍ୟପଟେ ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ରାସ୍ତାକାମ ଚାଲିଛି  ତେବେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ କରିବା ଘଟଣାରେ ସେ ଅସହାୟତା ପ୍ରକାଶ କରିଛନ୍ତି।  ସେପଟେ ଘଟଣା ସଂପର୍କରେ ରିପୋର୍ଟ ଦେବାକୁ ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story