ବଦଳିବ ବାବୁଙ୍କ ସ୍ନାକ୍ସ, ସାମିଲ୍‌ ହେବ ମାଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଦଳିବ ବାବୁଙ୍କ ସ୍ନାକ୍ସ। ସାମିଲ୍‌ ହେବ ମାଣ୍ଡିଆ। ସରକାରୀ କାର୍ଯ୍ୟକ୍ରମରେ ସିଙ୍ଗଡା, ବରା ଓ ମିଠା ବଦଳରେ ଅତିଥିଙ୍କୁ ଦିଆଯିବ ମାଣ୍ଡିଆ ଟିଫିନ୍‌। ପୋଷଣର ଭଣ୍ଡାର କୁହାଯାଉଥିବା ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ କୃଷି ବିଭାଗ। ଏଣିକି ସବୁ ସରକାରୀ କାର୍ଯ୍ୟକ୍ରମ ଓ ସମ୍ମିଳନୀରେ ଦିଆଯିବ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। […]

Millet Tiffins

Millet Tiffins

Manoranjan Sial
  • Published: Friday, 23 September 2022
  • Updated: 23 September 2022, 08:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଦଳିବ ବାବୁଙ୍କ ସ୍ନାକ୍ସ। ସାମିଲ୍‌ ହେବ ମାଣ୍ଡିଆ। ସରକାରୀ କାର୍ଯ୍ୟକ୍ରମରେ ସିଙ୍ଗଡା, ବରା ଓ ମିଠା ବଦଳରେ ଅତିଥିଙ୍କୁ ଦିଆଯିବ ମାଣ୍ଡିଆ ଟିଫିନ୍‌। ପୋଷଣର ଭଣ୍ଡାର କୁହାଯାଉଥିବା ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ କୃଷି ବିଭାଗ। ଏଣିକି ସବୁ ସରକାରୀ କାର୍ଯ୍ୟକ୍ରମ ଓ ସମ୍ମିଳନୀରେ ଦିଆଯିବ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ମାଣ୍ଡିଆରେ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମକି, ପିଠା ଓ ଲଡୁ ଦେବାକୁ ପରାମର୍ଶ ଦିଆଯାଇଛି। ଓଡିଶା ମିଲେଟ୍‌ ମିଶନ ଜରିଆରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ସହ ଚାଷୀର ଆର୍ଥିକ ଉନ୍ନତି ଓ ସଶକ୍ତୀକରଣକୁ ଗୁରୁତ୍ୱ ଦେଇଛି ରାଜ୍ୟ କୃଷି ବିଭାଗ।

ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ବ୍ୟବସାୟୀ। ଆଶା ରଖିଛନ୍ତି ଏଥର ସେମାନଙ୍କ ଭଲ ବେପାର ହେବ। କୋରାପୁଟ ଓ ଜୟପୁରରେ ବର୍ତ୍ତମାନ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଅଧିକ ବ୍ୟବହାର ହେଉଛି। ନ୍ୟୁଟ୍ରିସନରେ ଭରପୁର ମାଣ୍ଡିଆରେ ବିସ୍କୁଟ, ମିକ୍ସଚର, ମୁଡକି, ନିମକି, ପିଠା ଓ ଲଡୁ ସହ ଚକୋଲେଟ୍‌, କେକ, ସୁପ୍‌, ଦୋଷା ଓ ଇଡଲିର ଚାହିଦା ରହିଛି। ଲୋକେ ଏସବୁକୁ ବେଶ୍‌ ପସନ୍ଦ କରୁଛନ୍ତି। ଏପରିକି ଜୟପୁରରେ ମିଳୁଥିବା ମାଣ୍ଡିଆ ଚା’ର ସ୍ୱାଦ ମଧ୍ୟ ନିଆରା ରହିଛି।

୨୦୧୭ ମସିହାରେ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌ ପ୍ରୋଗ୍ରାମ ଓଡ଼ିଶା ମିଲେଟ୍‌ ମିଶନ ମାଣ୍ଡିଆର ଚାହିଦା ବଢାଇବା ସହ ଚାଷୀଙ୍କ ଆର୍ଥିକ ଉନ୍ନତି ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ରାଜ୍ୟର ପ୍ରାୟ ୧୯ ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି। ତେବେ ସେମିତି ଆଖିଦୃଶିଆ ଲାଭ ମିଳୁନି ଚାଷୀଙ୍କୁ। ସେପଟେ ଜାତିସଂଘ ଦ୍ୱାରା ୨୦୨୩କୁ ଇଣ୍ଟରନ୍ୟାସନାଲ୍‌ ଇଅର ଅଫ୍‌ ମିଲେଟସ୍‌ ଭାବେ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story