୨ ଦିନ ହେବ ଓଏଚ୍‌ପିସି ଜିଏମ୍‌ ନିଖୋଜ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ପତ୍ତା ମିଳୁନି। ନି‌ଖୋଜ ବ୍ୟକ୍ତିଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡାସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର । ଏନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କିଛି ପତ୍ତା ମିଳିପାରୁ ନାହିଁ। ଜିଏମ୍‌ଙ୍କ ପତ୍ନୀ ସୁରେଖାଙ୍କ ଅଭିଯୋଗ ଅନୁଯାୟୀ, […]

ohpc

ohpc

Niharika Rout
  • Published: Thursday, 19 December 2019
  • Updated: 19 December 2019, 10:39 AM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ପତ୍ତା ମିଳୁନି। ନି‌ଖୋଜ ବ୍ୟକ୍ତିଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡାସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର । ଏନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କିଛି ପତ୍ତା ମିଳିପାରୁ ନାହିଁ।

ଜିଏମ୍‌ଙ୍କ ପତ୍ନୀ ସୁରେଖାଙ୍କ ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ଅଫିସ ଯାଉଛି କହି ସେ ସକାଳ ୧୦ଟାରେ ଘରୁ ବାହାରି ଯାଇଥିଲେ। ହେଲେ ୧୨ଟା ପରେ ସୁରେଖା ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଏହାପରେ ସନ୍ଦେହ ହେବାରୁ ସେ ବିଭିନ୍ନ ଜାଗାରେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କିଛି ପତ୍ତା ପାଇପାରି ନ ଥିଲେ।

ଅଫିସରେ ପଚରାଉଚରା କରିବାରୁ ଅଫିସ ଆସିବାର ଅଳ୍ପ ସମୟ ବ୍ୟବଧାନରେ ସେ କାହାକୁ କିଛି ନ କହି କେଉଁଆଡ଼େ ପଳାଇଥିବା ଜଣାଯାଇଛି। ଏହାବ୍ୟତୀତ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ତାଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରୁନି। ଏନେଇ ଗତକାଲି ଜୟପାଟଣା ଥାନାରେ ଏକ ନିଖୋଜ ମାମଲା ଦାୟର ହୋଇଛି।

ପୁଲିସ୍‌ ଏନେଇ ଖୋଜଖବର ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ଜିଏମ୍‌ଙ୍କ ପତ୍ତା ମିଳୁ ନ ଥିବାରୁ  ଆଶାଆଶଙ୍କାରେ ରହିଛନ୍ତି ପରିବାର ଲୋକେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story