ପ୍ରକାଶ ପାଇଲା OJEE ଏଣ୍ଟ୍ରାନ୍ସ ରେଜଲ୍ଟ; ହୋମିଓପାଥିକ ଓ ଫାର୍ମାସିଷ୍ଟରେ ରୀତେଶ ମେହେର ଟପ୍ପର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା OJEE ଏଣ୍ଟ୍ରାନ୍ସ ରେଜଲ୍ଟ। www.ojee.nic.in ଓ www.odishaojee.com ରେ ରେଜଲ୍ଟ ଉପଲବ୍ଧ ହେଉଛି। ହୋମିଓପାଥିକ ଓ ଫାର୍ମାସିଷ୍ଟରେ ରୀତେଶ ମେହେର, MBAରେ ପ୍ରଜ୍ଞାଶ୍ରୀ ସାହୁ, MCAରେ ଅନ୍ନଦା ପ୍ରସାଦ ବେହେରା ଟପ୍ପର ହୋଇଛନ୍ତି। ଚଳିତବର୍ଷ ପରୀକ୍ଷା ଦେବା ପାଇଁ ୫୨, ୫୬୫ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ୮୫%  ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧୫% ଅନୁପସ୍ଥିତ ରହିଥିଲେ। ରାଜ୍ୟର ୨୧ଟି ସହରରେ ୮୫ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।

OJEE1

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 10:30 PM IST

ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା OJEE ଏଣ୍ଟ୍ରାନ୍ସ ରେଜଲ୍ଟ। www.ojee.nic.inwww.odishaojee.com ରେ ରେଜଲ୍ଟ ଉପଲବ୍ଧ ହେଉଛି। ହୋମିଓପାଥିକ ଓ ଫାର୍ମାସିଷ୍ଟରେ ରୀତେଶ ମେହେର, MBAରେ ପ୍ରଜ୍ଞାଶ୍ରୀ ସାହୁ, MCAରେ ଅନ୍ନଦା ପ୍ରସାଦ ବେହେରା ଟପ୍ପର ହୋଇଛନ୍ତି।

ଚଳିତବର୍ଷ ପରୀକ୍ଷା ଦେବା ପାଇଁ ୫୨, ୫୬୫ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ୮୫%  ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧୫% ଅନୁପସ୍ଥିତ ରହିଥିଲେ। ରାଜ୍ୟର ୨୧ଟି ସହରରେ ୮୫ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।

Related story