ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ: ଏମ୍‌ବିଏରେ ଶୁଭ୍ରଜିତ ଟପ୍ପର, ଆଉ କେଉଁଥିରେ କିଏ ଟପ୍ପର ହୋଇଛି ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ରେଜଲ୍ଟ ବା ଓଜେଇଇ ରେଜଲ୍ଟ। ଏଥିରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କକାର୍ଡ ମିଳିଛି। ୧୨ଟି ବିଭାଗରେ ପରୀକ୍ଷା ଦେଇଥିଲେ ମୋଟ ୪୨, ୨୮୮ ଜଣ ପିଲା। ଏମ୍‌ବିଏରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଥିବା ବେଳେ ଏମ୍‌ସିଏରେ ବିପ୍ଳବ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଶୁଭମ ବି.ଫାର୍ମରେ ଟପ୍ପର ହୋଇଥିବା ବେଳେ ତନୁଶ୍ରୀ ବେହେରା ଇଣ୍ଟିଗ୍ରେଟେଡ୍ ଏମ୍‌ବିଏରେ ଟପ୍ପର ହୋଇଛନ୍ତି। ଏମ୍‌ଟେକ୍‌ରେ ସୌମ୍ୟବ୍ରତ ବାନାର୍ଜୀ ଟପ୍ପର ହୋଇଥିବା […]

ojee

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 05:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ରେଜଲ୍ଟ ବା ଓଜେଇଇ ରେଜଲ୍ଟ। ଏଥିରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କକାର୍ଡ ମିଳିଛି। ୧୨ଟି ବିଭାଗରେ ପରୀକ୍ଷା ଦେଇଥିଲେ ମୋଟ ୪୨, ୨୮୮ ଜଣ ପିଲା।

ଏମ୍‌ବିଏରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଥିବା ବେଳେ ଏମ୍‌ସିଏରେ ବିପ୍ଳବ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଶୁଭମ ବି.ଫାର୍ମରେ ଟପ୍ପର ହୋଇଥିବା ବେଳେ ତନୁଶ୍ରୀ ବେହେରା ଇଣ୍ଟିଗ୍ରେଟେଡ୍ ଏମ୍‌ବିଏରେ ଟପ୍ପର ହୋଇଛନ୍ତି। ଏମ୍‌ଟେକ୍‌ରେ ସୌମ୍ୟବ୍ରତ ବାନାର୍ଜୀ ଟପ୍ପର ହୋଇଥିବା ବେଳେ ବିଦିଶା ବିଶ୍ୱାସ ଏମ୍‌ଫାର୍ମରେ ଟପ୍ପର ହୋଇଛନ୍ତି।

Related story