୩ ସିଫ୍‌ଟରେ ହେବ OJEE ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ। ଦୈନିକ ତିନିଟି ସିଫ୍‌ଟରେ ହେବ OJEE ପରୀକ୍ଷା। ସକାଳ ୯ରୁ ୧୧, ଦିନ ୧୨ଟା୩୦ରୁ ୨ଟା୩୦ ଓ ୪ଟାରୁ ୬ଟା ଯାଏଁ ହେବ ପରୀକ୍ଷା। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମୋଡ୍‌ରେ ହେବ OJEE ପରୀକ୍ଷା। ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ରୁ ଡାଉନଲୋଡ ହୋଇପାରିବ ଆଡ୍‌ମିଟ୍‌ କାର୍ଡ। ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏ ହେବ OJEE ପରୀକ୍ଷା। ଚଳିତବର୍ଷ ରେକର୍ଡ ୭୯ ହଜାର ୮ଶହ ପିଲା OJEE ପରୀକ୍ଷା […]

jee-main

jee-main

Manoranjan Sial
  • Published: Thursday, 01 October 2020
  • Updated: 01 October 2020, 04:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ। ଦୈନିକ ତିନିଟି ସିଫ୍‌ଟରେ ହେବ OJEE ପରୀକ୍ଷା। ସକାଳ ୯ରୁ ୧୧, ଦିନ ୧୨ଟା୩୦ରୁ ୨ଟା୩୦ ଓ ୪ଟାରୁ ୬ଟା ଯାଏଁ ହେବ ପରୀକ୍ଷା। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମୋଡ୍‌ରେ ହେବ OJEE ପରୀକ୍ଷା। ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ରୁ ଡାଉନଲୋଡ ହୋଇପାରିବ ଆଡ୍‌ମିଟ୍‌ କାର୍ଡ। ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏ ହେବ OJEE ପରୀକ୍ଷା। ଚଳିତବର୍ଷ ରେକର୍ଡ ୭୯ ହଜାର ୮ଶହ ପିଲା OJEE ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ୫୩ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ।

ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ OJEE ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ୩ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos