ପରିଣତ ବୟସରେ ଅଲୋଡା ହୋଇପଡିଲେ ବାପା ମାଆ  

ସୋର(ଶଶିକାନ୍ତ ବେହେରା): ପରିଣତ ବୟସରେ ଅଲୋଡା ହୋଇପଡ଼ିଲେ ବାପା ମାଆ । ଦୁଇ ଦୁଇ ଟି ଭେଣ୍ଡିଆ ପୁଅକୁ ଜନ୍ମ କରି ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥରେ ବର ଗଛ ମୁଳେ ଅଶ୍ରୟ ନେଇଛନ୍ତି ବାପା ମାଆ । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ବଡ କରିଥିଲେ। ଭାବିଥିଲେ ବୟସର ଅପରାହ୍ନରେ ଆଶାବାଡି ହେବେ ଦୁଇ ଅନ୍ଧର ଲଉଡି । ହେଲେ ସେମାନଙ୍କ ପାଇଁ ଅଲୋଡା ହୋଇଗଲେ ବାପା ମାଆ । ଏଭଳି ଏକ ଅଭାବନୀୟ ଘଟଣା […]

7nb

7nb

Tapas Behera
  • Published: Saturday, 16 January 2021
  • Updated: 16 January 2021, 06:44 PM IST

Sports

Latest News

ସୋର(ଶଶିକାନ୍ତ ବେହେରା): ପରିଣତ ବୟସରେ ଅଲୋଡା ହୋଇପଡ଼ିଲେ ବାପା ମାଆ । ଦୁଇ ଦୁଇ ଟି ଭେଣ୍ଡିଆ ପୁଅକୁ ଜନ୍ମ କରି ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥରେ ବର ଗଛ ମୁଳେ ଅଶ୍ରୟ ନେଇଛନ୍ତି ବାପା ମାଆ । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ବଡ କରିଥିଲେ। ଭାବିଥିଲେ ବୟସର ଅପରାହ୍ନରେ ଆଶାବାଡି ହେବେ ଦୁଇ ଅନ୍ଧର ଲଉଡି । ହେଲେ ସେମାନଙ୍କ ପାଇଁ ଅଲୋଡା ହୋଇଗଲେ ବାପା ମାଆ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୋର ବ୍ଲକ୍ ସୁଲତାନପୁରର ପ୍ରହଲ୍ଲାଦ ମହାଳିକ ଓ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣାଙ୍କ ଦୁଇ ପୁଅ ଏବଂ ଦୁଇ ବହୂ ବୃଦ୍ଧ ବାପା ମାଆଙ୍କୁ ଜିର୍ଯାତନା ଦେଇ ଘରୁ ତଡି ଦେଇଥିଲେ ।  ପ୍ରହଲ୍ଲାଦ ଓ ଅର୍ଣ୍ଣପୂର୍ଣ୍ଣା ଏକ ବର ଗଛ ମୁଳେ ଅସହାୟ ହୋଇ ଶୀତ କାକରରେ ରେ ବସି ରହି କାନ୍ଦୁଥିଲେ ।

ଜନ୍ମ କଲା ପୁଅ ସିନା ପର କରିଦେଲେ। ହେଲେ ଯାହାର ହାତ ଧରି ସାତ ଜନ୍ମର ସାଥି ହୋଇ ଆସିଥିଲେ ତାଙ୍କୁ କେମିତି ପର କରିପାରିଥାନ୍ତେ । ପୁଅ ଘରୁ ତଡି ଦେବା ପରେ ତା'ର ହାତ ଧରି ଏକ ବର ଗଛ ମୁଳେ ଆଶ୍ରୟ ନେଇଛନ୍ତି ପ୍ରହଲ୍ଲାଦ । ସେହି ବାଟ ଦେଇ ଯାଉଥିବା ଜଣେ ଦମ୍ପତିଙ୍କ ନଜର ତାଙ୍କ ଉପରେ ପଡି ଥିଲା । ସେ ସେହି ଅସହାୟ ବୃଦ୍ଧା ଦୁଇ ଜଣଙ୍କୁ ଆଣି ନିଜ ଘରେ ଆଶ୍ରୟ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story