ଆତ୍ମହତ୍ୟା ଉଦ୍ୟମ; ସ୍ୱାମୀ ମରିଗଲେ, ସ୍ତ୍ରୀ ଗୁରୁତର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ତୁନ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫସଲ ନଷ୍ଟ ହେବାରୁ ଏକ ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦର୍ଶନ ମାଝୀ(୬୫)। ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରିଥିଲେ। ସୂଚନା ଅନୁସାରେ, ଚଳିତବର୍ଷ ସୁଦର୍ଶନ ତାଙ୍କର ୫ ଏକର ଜମିରେ ଧାନ କରିଥିଲେ। […]

805

Jitendra Garnayak
  • Published: Friday, 02 November 2018
  • , Updated: 02 November 2018, 12:55 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ତୁନ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫସଲ ନଷ୍ଟ ହେବାରୁ ଏକ ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦର୍ଶନ ମାଝୀ(୬୫)। ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ, ଚଳିତବର୍ଷ ସୁଦର୍ଶନ ତାଙ୍କର ୫ ଏକର ଜମିରେ ଧାନ କରିଥିଲେ। ଭଲ ବର୍ଷା ନହେବାରୁ ତାଙ୍କ ଫସଲ ଉଜୁଡ଼ି ଯାଇଛି। ସେଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗାଁ ଲୋକେ କହିଛନ୍ତି।

Related story