ବୃଦ୍ଧଙ୍କୁ ବି ଛାଡ଼ିଲେନି...

ଧର୍ମଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ସାରା ରାଜ୍ୟରେ ଏହା ଦିନକୁ ଦିନ ବ୍ୟାପି ଚାଲିଛି। ପିଲା ଚୋରି ସନ୍ଦେହରେ ଅନେକ ନିରୀହ ବ୍ୟକ୍ତିଙ୍କୁ ମାଡ଼ମାରିବାର ଅଭିଯୋଗ ହେଉଥିବା ବେଳେ ଏବେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ କନ୍ତେର ଗାଁରେ।  ସେଠାରେ ଜଣେ ବୃଦ୍ଧ ବୁଲୁଥିବା ସମୟରେ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଘେରି ଯାଇଥିଲେ।  […]

BRUDHA

BRUDHA

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 11:43 AM IST

Sports

Latest News

ଧର୍ମଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ସାରା ରାଜ୍ୟରେ ଏହା ଦିନକୁ ଦିନ ବ୍ୟାପି ଚାଲିଛି। ପିଲା ଚୋରି ସନ୍ଦେହରେ ଅନେକ ନିରୀହ ବ୍ୟକ୍ତିଙ୍କୁ ମାଡ଼ମାରିବାର ଅଭିଯୋଗ ହେଉଥିବା ବେଳେ ଏବେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ବୃଦ୍ଧ।

ଏଭଳି ଘଟଣା ଘଟିଛି କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ କନ୍ତେର ଗାଁରେ।  ସେଠାରେ ଜଣେ ବୃଦ୍ଧ ବୁଲୁଥିବା ସମୟରେ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଘେରି ଯାଇଥିଲେ।  ସେ ଧରିଥିବା ଏକ ସିମେଣ୍ଟ ବସ୍ତାକୁ ତଳେ ଅଜାଡ଼ି ଦେବା ସହ ଠେଲାପେଲା କରିଥିଲେ।  ଖବର ପାଇ ଧର୍ମଗଡ଼ ପୋଲିସ୍‌ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲା।   ତେବେ ବୃଦ୍ଧଙ୍କ ପରିଚୟ ମିଳିପାରିନି।

ଆଉ କେଉଁଠୁ ଆସିଛି ଏମିତି ଅଭିଯୋଗ?

ଗତକାଲି ରାତିରେ କଟକର ଯୋବ୍ରା ଅଞ୍ଚଳରେ ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିଲା। ଲୋକେ ତାଙ୍କୁ ଧରିବାକୁ ଉଦ୍ୟମ କଲା ବେଳେ ସେ ଭୟରେ ମହାନଦୀକୁ ଡେଇଁ ପଡ଼ିଥିଲେ। ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। କଟକ ଡିସିପି ଆଜି ସ୍ପଷ୍ଟ କରିଛନ୍ତି ଯେ ସେ ପିଲା ଚୋର ନୁହେଁ। ସେ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି।

ପିଲାଚୋର ସନ୍ଦେହରେ ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳରେ ମଧ୍ୟ ଜଣେ ମାନସିକ ଅନଗ୍ରସର ଯୁବକଙ୍କୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଯୁବକ ଜଣକ ପଞ୍ଚମା ଗାଁରେ ବୁଲୁଥିବା ବେଳେ, ତାଙ୍କୁ ପିଲାଚୋର ସନ୍ଦେହରେ ଗ୍ରାମବାସୀ ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ଲୋକେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ।  ତା’ପରେ ତାଙ୍କ ହାତକୁ ଦଉଡିରେ ବାନ୍ଧି ଗାଁ ବୁଲାଇଥିଲେ। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଚାନ୍ଦିପୁର ବେଳାଭୂମିରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ଲୋକେ। ସଂପୃକ୍ତ ଯୁବକଙ୍କ ନିକଟରେ ଏକ ଛୁରୀ ମଧ୍ୟ ଥିବା ଲୋକେ ଅଭିଯୋଗ କରିଥିଲେ।  ଘଟଣାଟି ଗତ ସୋମବାର ଦିନ ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସେହିପରି ବୌଦ୍ଧ ଜିଲ୍ଲାର ତିନୋଟି  ସ୍ଥାନରେ ପିଲା ଚୋର ଗୁଜବର ପ୍ରଭାବ ଦେଖିବାକୁ ମିଳିଛି। ମଥୁରା ଗାଁରେ ପିଲା ଚୋର ସନ୍ଦେହରେ ଜଣେ ମହିଳାଙ୍କୁ  ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଲୋକେ। ପୋଲିସ୍ ମହିଳା ଜଣଙ୍କୁ ଉଦ୍ଧାର କରି ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା। ମନୁମୁଣ୍ଡା ଥାନା କପାସିରା ଗାଁରେ ପିଲା ଚୋର ସନ୍ଦେହରେ ଦୁଇ ଜଣ ବିହାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଲୋକେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଉଁଶୁଣି ଏବଂ ଦହ୍ୟାରେ ପିଲା ଚୋର ସନ୍ଦେହରେ ଜଣେ ଅଚିହ୍ନା  ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖିବା ପରେ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story