ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ ଲୋକେ

ବିଶାକାପାଟଣା (ଯଶୋବନ୍ତ ପାଢ଼ୀ): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ। ଗୁଣି-ଗାରେଡ଼ିକୁ ସନ୍ଦେହ କରି ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଓଡ଼ିଆଙ୍କୁ ଜାଳି ଦିଆଯାଇଛି। ଏପରି ହୃଦୟବିଦାରକ ଘଟଣା ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଜୟରାମ ଖିଲ ପରିବାର ଲୋକଙ୍କ ସହ ଘରେ ଥିଲେ। […]

ap

ap

Manoranjan Sial
  • Published: Wednesday, 25 September 2019
  • Updated: 25 September 2019, 10:53 PM IST

Sports

Latest News

ବିଶାକାପାଟଣା (ଯଶୋବନ୍ତ ପାଢ଼ୀ): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ। ଗୁଣି-ଗାରେଡ଼ିକୁ ସନ୍ଦେହ କରି ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଓଡ଼ିଆଙ୍କୁ ଜାଳି ଦିଆଯାଇଛି। ଏପରି ହୃଦୟବିଦାରକ ଘଟଣା ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଜୟରାମ ଖିଲ ପରିବାର ଲୋକଙ୍କ ସହ ଘରେ ଥିଲେ। ଏହି ସମୟରେ ଗାଁର କିଛି ଲୋକ ଜୟରାମଙ୍କ ଘରେ ପହଞ୍ଚି ଡାକିଥିଲେ। ଡାକରା ପାଇ ଜୟରାମ ଘରୁ ବାହାରକୁ ଆସିଥିଲେ। ଗାଁ ଲୋକେ ତାଙ୍କ ହାତ ଓ ଗୋଡ଼ ବାନ୍ଧି ପକାଇ ଥିଲେ। ପରେ ପ୍ରବଳ ମାଡ଼ ମାରିଥିଲେ। ପରିବାର ଲୋକେ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବାର ଧମକ ମଧ୍ୟ ଦେଇଥିଲେ। ତେଣୁ ପରିବାର ଲୋକେ ଜୀବନ ବକଳରେ ଗାଁ ଛାଡ଼ି ପଳାଇ ଯାଇଥିଲେ। ପରେ ଗାଁ ଲୋକେ ଜୟରାମଙ୍କୁ ଦାଣ୍ଡରେ କିରାସିନି ଢ଼ାଳି ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି।

ଆଜି ଏ ସମ୍ପର୍କରେ ଖବର ପ୍ରକାଶ ପାଇ ଗାଁରେ ପୁଲିସ ପହଞ୍ଚିଥିଲା। ଗୁଣି ଗାରେଡ଼ି ସନ୍ଦେହରେ ପୋଡ଼ି ମାରିବା ଅଭିଯୋଗରେ ୪ ଗାଁ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାରୁ ପ୍ରକାଶ, ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ ଗତ ଦୁଇ ମାସ ଧରି କେକେତ ଲୋକଙ୍କୁ ଜ୍ୱର ହୋଇଥିଲା। ଏପରିକି ଜ୍ୱରରେ ଆକ୍ରାନ୍ତ ହୋଇ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଗୁଣି-ଗାରେଡି ଯୋଗୁ ଜ୍ୱର ବ୍ୟାପୁଥିବା ଗାଁ ଲୋକେ ସନ୍ଦେହ କରୁଥିଲେ। ଏଥିରେ ଜୟରାମ ଖିଲଙ୍କ ହାତ ଥିବା ଗାଁ ଲୋକେ ଭାବୁ ଥିଲେ। ଯେଉଁଥିପାଇଁ ତାଙ୍କୁ ଗାଁ ଦାଣ୍ଡରେ ଏପରି ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story