ଗୁହାରି କରିବାକୁ ୭୦ କି.ମି ସାଇକଲ ଚଲାଇଲେ ବୃଦ୍ଧ

ନୂଆପଡା(ମାୟାଧର ସରାଫ): ପୁଲିସଠାରୁ ଆରମ୍ଭ କରି ପ୍ରଶାସନ । କେହି ଶୁଣିଲେନି ଗୁହାର । ତେଣୁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବା ପାଇଁ ଦୀର୍ଘ ୭୦ କିଲୋମିଟର ସାଇକଲ ଚଲାଇଲେ ବୃଦ୍ଧ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାରୁ। ଖଡିଆଳ ବ୍ଲକ ବରପଦର ଗାଁର ଗଣପତି ଦୁରିଆ। ବଷୟ ୬୫ ବର୍ଷ ହେବ। ଗଣପତିଙ୍କୁ ଗୋଟିଏ ଇନ୍ଦିରା ଆବାସ ମିଳିଥିଲା। କାର୍ଯ୍ୟାଦେଶ ପାଇ ସେ ଘର ନିର୍ମାଣ ଆରମ୍ଭ କରିଥିଲେ। ହେଲେ ତାଙ୍କ ଜମିକୁ ଅନ୍ୟ […]

old man in cycle

old man in cycle

Jitendra Garnayak
  • Published: Saturday, 21 November 2020
  • Updated: 21 November 2020, 04:11 PM IST

Sports

Latest News

ନୂଆପଡା(ମାୟାଧର ସରାଫ): ପୁଲିସଠାରୁ ଆରମ୍ଭ କରି ପ୍ରଶାସନ । କେହି ଶୁଣିଲେନି ଗୁହାର । ତେଣୁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବା ପାଇଁ ଦୀର୍ଘ ୭୦ କିଲୋମିଟର ସାଇକଲ ଚଲାଇଲେ ବୃଦ୍ଧ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାରୁ।

ଖଡିଆଳ ବ୍ଲକ ବରପଦର ଗାଁର ଗଣପତି ଦୁରିଆ। ବଷୟ ୬୫ ବର୍ଷ ହେବ। ଗଣପତିଙ୍କୁ ଗୋଟିଏ ଇନ୍ଦିରା ଆବାସ ମିଳିଥିଲା। କାର୍ଯ୍ୟାଦେଶ ପାଇ ସେ ଘର ନିର୍ମାଣ ଆରମ୍ଭ କରିଥିଲେ। ହେଲେ ତାଙ୍କ ଜମିକୁ ଅନ୍ୟ ଜଣେ ବ୍ୟକ୍ତି ହଡପ୍‌ କରିବାରୁ ଇନ୍ଦିରଆବାସ ଘର ନିର୍ମାଣ ସାରି ପାରୁ ନାହାନ୍ତି।

ନିଜ ଜମି ହଡ୍‌ପ ନେଇ ଗଣପତି ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନା ବାବୁ ଶୁଣିଲେ ନାହିଁ। ପରେ ତହସିଲଦାରଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କିଛି ସୁଫଳ ମିଳିଲାନାହିଁ। ଶେଷରେ ବାଧ୍ୟ ହୋଇ ସେ ନୂଆପଡା ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିବାକୁ ଆସିଲେ।

ବରପଦର ଗାଁରୁ ସାଇକେଲ୍‌ ଚଳାଇ ୭୦ କିଲୋମିଟର ଦୂର ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ତେବେ ଦୁର୍ଭଗ୍ୟବଶତଃ ଜିଲ୍ଲାପାଳଙ୍କୁ ଭେଟି ପାରିଲେ ନାହିଁ। ଦୀର୍ଘ ସମୟ ଧରି ବସିବା ପରେ ଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ଗଣପତି ନିଜ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଜିଲ୍ଲାପାଳ ତାଙ୍କ ଅଭିଯୋଗ ଶୁଣିବେ ବୋଲି ସେ ଆଶା କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story