ଜୀବନର ଅପରାହ୍ନରେ ଭଙ୍ଗାଦଦରା ଘରେ କାଳାତିପାତ କରୁଛନ୍ତି ଅଳଙ୍କମଣୀ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଝାଟି ମାଟିର ଘର। ଉପରେ ପଡ଼ିଛି ଭଙ୍ଗା ଆଜବେଷ୍ଟସ୍‌ ଓ ପଲିଥିନ୍‌। ତା’ ଭିତରେ ବିତୁଛି ଜୀବନ। ଏମିତି ଦୟନୀୟ ଅବସ୍ଥାରେ ଜିଉଁଛନ୍ତି ଅଳଙ୍କମଣୀ ଖୋସଲା। ଜୀବନର ଅପରାହ୍ନରେ ତାଙ୍କୁ ଆଜି ପର୍ଯ୍ୟନ୍ତ ଇନ୍ଦିରାଆବାସ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ। ଏମିତି ମିଳିନି ବାର୍ଦ୍ଧକ୍ୟ ଭତ୍ତା। ଯେଉଁଥିପାଇଁ ତାଙ୍କୁ ଅନ୍ୟର ହାତ ଟେକାରେ ବଞ୍ଚିବାକୁ ପଡ଼ୁଛି। ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରୁ। ଚିତ୍ରକୋଣ୍ଡା ବ୍ଲକ୍‌ ବେନିୟାଗୁଡା ଗାଁ। […]

Alankamani

Alankamani

Manoranjan Sial
  • Published: Saturday, 04 September 2021
  • Updated: 04 September 2021, 07:14 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଝାଟି ମାଟିର ଘର। ଉପରେ ପଡ଼ିଛି ଭଙ୍ଗା ଆଜବେଷ୍ଟସ୍‌ ଓ ପଲିଥିନ୍‌। ତା’ ଭିତରେ ବିତୁଛି ଜୀବନ। ଏମିତି ଦୟନୀୟ ଅବସ୍ଥାରେ ଜିଉଁଛନ୍ତି ଅଳଙ୍କମଣୀ ଖୋସଲା। ଜୀବନର ଅପରାହ୍ନରେ ତାଙ୍କୁ ଆଜି ପର୍ଯ୍ୟନ୍ତ ଇନ୍ଦିରାଆବାସ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ। ଏମିତି ମିଳିନି ବାର୍ଦ୍ଧକ୍ୟ ଭତ୍ତା। ଯେଉଁଥିପାଇଁ ତାଙ୍କୁ ଅନ୍ୟର ହାତ ଟେକାରେ ବଞ୍ଚିବାକୁ ପଡ଼ୁଛି। ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରୁ।

ଚିତ୍ରକୋଣ୍ଡା ବ୍ଲକ୍‌ ବେନିୟାଗୁଡା ଗାଁ। ଏହି ଗାଁରେ ବାସ କରନ୍ତି ଅଳଙ୍କମଣୀ ଖୋସଲା। ବାର୍ଦ୍ଧକ୍ୟ ସାଙ୍ଗକୁ ଦିବ୍ୟଙ୍ଗ। ପରିବାର କହିଲେ ଏକ ମାତ୍ର ଝିଅ। ବାହାଘର ପରେ ଝିଅ ଶାଶୁ ଘରେ। ଏବେ ଘରେ ଏକାକୀ ରହୁଛନ୍ତି ଅଳଙ୍କମଣୀ। କାମଦାମ କରି ଚଳୁଥିଲେ। ଧୀରେ ଧୀରେ ବୟସ ବଢ଼ିଲା। ଦିବ୍ୟାଙ୍ଗ ଗୋଡ଼ରେ ଠିକ୍‌ ଭାବେ ଆଉ ଚାଲି ପାଲିପାରିଲେ ନାହିଁ। କାମ କରିବା ତ ଦୂରର କଥା। ଏପରିସ୍ଥିତିରେ ଦୋଇଓଳି ଦୁଇ ମୋଠା ଖାଇବାକୁ ପାଇଲେ ନାହିଁ। ବେଳେ ବେଳେ ଝିଅ ଘରକୁ ଆସି ମାଆକୁ ଦେଖା କରିଯାଉଥିଲେ ଓ ସାଥୀରେ ଯାହା ଆଣିଥାନ୍ତି, ତାକୁ ଦେଇଯାଆନ୍ତି। ସେଥିରେ ଦୁଃଖେ କଷ୍ଟରେ ଚଳୁଥିଲେ।

ଅଳଙ୍କମଣୀ ଏବେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି। ବାର୍ଦ୍ଧକ୍ୟର ଅପରାହ୍ନରେ ପଦାର୍ପଣ କରିଥିଲେ ସୁଦ୍ଧା ତାଙ୍କୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ଏପରିକି ରହିବା ପାଇଁ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିନାହିଁ। ଏନେଇ ସେ ଚିତ୍ରକୋଣ୍ଡା ବିଡ଼ିଓଙ୍କ ପାଖରେ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଏବେ ସେ ଖାଇବାକୁ ନପାଇ ଭଙ୍ଗାଦଦା ଘରେ ଅନ୍ୟର ହାତଟେକାକୁ ଅପେକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story