ଡକାୟତି ପରେ ବୃଦ୍ଧାଙ୍କୁ ହତ୍ୟା

ଜୟପୁର(ଟି.ଗୌରୀଶଙ୍କର):ପ୍ରଥମେ ଡକାୟତି । ପରେ ବୃଦ୍ଧାଙ୍କୁ ହତ୍ୟା। ଏମିତି ଏକ  ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଘଟିଛି। ସମ୍ପୃକ୍ତ ବୃଦ୍ଧା ଜଣକ ହେଉଛନ୍ତି ସହରର ୧୧ ନମ୍ବର ୱାର୍ଡର ବାସୁଗୁଡା ଗାଁର ହର୍ଷମଣି ବାଘ। ପାରିପାର୍ଶିକ ସ୍ଥିତିରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅନୁମାନ କରାଯାଉଛି । ହତ୍ୟା ପରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ଖବର ପାଇ କୋଟପାଡ଼ ପୁଲିସ ସମେତ ସାଇଣ୍ଟିଫିକ ଟିମ୍‌ ପହିଞ୍ଚି ତଦନ୍ତ କରୁଛି […]

MURDER

MURDER

Tapas Behera
  • Published: Monday, 28 December 2020
  • Updated: 28 December 2020, 03:58 PM IST

Sports

Latest News

ଜୟପୁର(ଟି.ଗୌରୀଶଙ୍କର):ପ୍ରଥମେ ଡକାୟତି । ପରେ ବୃଦ୍ଧାଙ୍କୁ ହତ୍ୟା। ଏମିତି ଏକ  ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଘଟିଛି। ସମ୍ପୃକ୍ତ ବୃଦ୍ଧା ଜଣକ ହେଉଛନ୍ତି ସହରର ୧୧ ନମ୍ବର ୱାର୍ଡର ବାସୁଗୁଡା ଗାଁର ହର୍ଷମଣି ବାଘ। ପାରିପାର୍ଶିକ ସ୍ଥିତିରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅନୁମାନ କରାଯାଉଛି । ହତ୍ୟା ପରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି।

ଖବର ପାଇ କୋଟପାଡ଼ ପୁଲିସ ସମେତ ସାଇଣ୍ଟିଫିକ ଟିମ୍‌ ପହିଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ କିଛିଦିନ ପୁର୍ବରୁ ବୃଦ୍ଧା ଜଣକ ଜମି ବିକ୍ରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story