ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପ୍ରିୟାଙ୍କ ମାୟାରେ ଏବେ ସମସ୍ତେ ବାୟା। ପିଲାରୁ ବୁଢ଼ା ସମସ୍ତେ ଏବେ ପ୍ରିୟା ପ୍ରକାଶଙ୍କ ଫ୍ୟାନ୍‌। ଆଉ କେହି ନୁହେଁ, ଆମେ କହୁଛୁ ଆଖି ମାରି ରାତାରାତି ଫେମସ୍‌ ହୋଇଥିବା ପ୍ରିୟା ପ୍ରକାଶଙ୍କ ବିଷୟରେ। ତାଙ୍କର ସେହି ଆଖିଠାର ଏବଂ ବୁଲେଟ୍‌ କିସ୍‌ର ଭିଡିଓ ତ ଆପଣ ଦେଖିଥିବେ ନିଶ୍ଚିତ। ଭିଡିଓଟି ଏତେ ଭାଇରାଲ୍‌ ହୋଇଥିଲା ଯେ ସମସ୍ତେ ତାଙ୍କ ବୁଲେଟ୍‌ କିସ୍ ଷ୍ଟାଇଲ୍‌କୁ କପି କରିବା ଆରମ୍ଭ କରିଥିଲେ। ଏବେ ଜଣେ ବୃଦ୍ଧା ପ୍ରିୟାଙ୍କୁ କପି କରିଛନ୍ତି। ପ୍ରିୟାଙ୍କ ବୁଲେଟ୍‌ କିସ୍‌ ଷ୍ଟାଇଲ୍‌କୁ ସେ ଆପଣେଇଛନ୍ତି ଓ ବରାବର ସେହିପରି କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆପଣ ବି ଏହି ଭିଡିଓ ଦେଖନ୍ତୁ। ହସି ହସି ବେଦମ ହୋଇଯିବେ!</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।