ଇଡି ଜାଲରେ ଶ୍ରୀତମ ଦାସ: ପଢ଼ନ୍ତୁ କାହିଁକି ହେଉଛି ଜେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଲିଉଡ୍‌ ଅଭିନେତା ଶ୍ରୀତମ ଦାସଙ୍କୁ ଇଡି ଜେରା କରୁଛି।  ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଷ୍ଟାର କନ୍‌ସଲଟାନ୍‌ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କ୍‌ରେ ତାଙ୍କୁ ଜେରା ଚାଲିଛି। ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ରେ ଲାଗିଥିବା ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିବା ସୂଚନା ମିଳିଛି। ସେହପିରି ସି-ସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସିବିଆଇ […]

Sritam dash

Sritam dash

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 01:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଲିଉଡ୍‌ ଅଭିନେତା ଶ୍ରୀତମ ଦାସଙ୍କୁ ଇଡି ଜେରା କରୁଛି।  ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି।

ଷ୍ଟାର କନ୍‌ସଲଟାନ୍‌ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କ୍‌ରେ ତାଙ୍କୁ ଜେରା ଚାଲିଛି। ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ରେ ଲାଗିଥିବା ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିବା ସୂଚନା ମିଳିଛି।

ସେହପିରି ସି-ସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସିବିଆଇ ଜେରା କରୁଛି। ଭୁବନେଶ୍ୱର ସିବିଆଇ ଅଫିସ୍‌ରେ ପ୍ରଶାନ୍ତଙ୍କୁ ସିବିଆଇ ଅଧିକାରୀଙ୍କ ଜେରା କରୁଥିବା ସୂଚନା ମିଳିଛି।  ଗତକାଲି ମଧ୍ୟ ପ୍ରଶାନ୍ତ ସିବିଆଇ ଅଫିସ୍‌କୁ ଆସିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos