ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀର; ଥିଲା ୩୮ ହେଲା ୪୦

ଭୁବନେଶ୍ୱର: ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀର। ଓମ୍‌ଫେଡ୍‌ ଏହାର ପ୍ରିମିୟମ କ୍ଷୀର ଉପରେ ଦର ବୃଦ୍ଧି କରିଛି। ପ୍ରିମିୟମ କ୍ଷୀର ଦର ଲିଟର ପିଛା ୨ଟଙ୍କା ବଢ଼ିଛି। ପୂର୍ବରୁ ଏହି ଦର ଲିଟର ପିଛା ୩୮ ଟଙ୍କା ଥିବାବେଳେ ଆଜିଠାରୁ ଏହା ୪୦ଟଙ୍କା ହୋଇଛି। ଟୋନ୍‌ଡ ମିଲ୍‌କ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଦର ବୃଦ୍ଧି ନେଇ ଓମ୍‌ଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟୁତ୍‌ ଦର ବୃଦ୍ଧି ଏବଂ ଆନୁସଙ୍ଗିକ ଖର୍ଚ୍ଚକୁ ଦୃଷ୍ଟିରେ […]

3

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 01:22 PM IST

ଭୁବନେଶ୍ୱର: ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀର। ଓମ୍‌ଫେଡ୍‌ ଏହାର ପ୍ରିମିୟମ କ୍ଷୀର ଉପରେ ଦର ବୃଦ୍ଧି କରିଛି। ପ୍ରିମିୟମ କ୍ଷୀର ଦର ଲିଟର ପିଛା ୨ଟଙ୍କା ବଢ଼ିଛି। ପୂର୍ବରୁ ଏହି ଦର ଲିଟର ପିଛା ୩୮ ଟଙ୍କା ଥିବାବେଳେ ଆଜିଠାରୁ ଏହା ୪୦ଟଙ୍କା ହୋଇଛି। ଟୋନ୍‌ଡ ମିଲ୍‌କ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଦର ବୃଦ୍ଧି ନେଇ ଓମ୍‌ଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ବିଦ୍ୟୁତ୍‌ ଦର ବୃଦ୍ଧି ଏବଂ ଆନୁସଙ୍ଗିକ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଦର ବୃଦ୍ଧି କରାଯାଇଥିବା ଓମଫେଡ୍‌ ପକ୍ଷରୁ କୁହାଯାଇଛି।

Related story