ଫଟାଫଟ କ୍ରିକେଟ୍‌ରେ ଫଟାଫଟ୍‌ ଟଙ୍କା: ରାଜଗାଙ୍ଗପୁରରେ ସଟ୍ଟା କାରବାରର ପର୍ଦ୍ଦାଫାଶ

ରାଉରକେଲା: ଆଇପିଏଲ ସଟ୍ଟା ଲଗାଇବା ଓ ଅନ୍‌ ଲାଇନ୍ ସଟ୍ଟା ବ୍ୟବସାୟ ଅଭିଯୋଗରେ ସୁନ୍ଦରଗଡ ରାଜଗାଙ୍ଗପୁରରୁ ଜଣେ ବ୍ୟବସାୟୀ ଗିରଫ ହେଉଛନ୍ତି। ଗିରଫ ବ୍ୟବସାୟୀ ହେଲେ ଅଶୋକ ଅଗ୍ରଓ୍ୱାଲ। ତାଙ୍କ ଘରେ ପୋଲିସ୍ ଚଢାଉ କରି ୪୧ହଜାରରୁ ଅଧିକ ଟଙ୍କା, ୭ଟି ମୋବାଇଲ୍ ଓ ସଟ୍ଟା ସଂପର୍କିତ କାଗଜପତ୍ର ଜବତ କରିଛି। ଅଶୋକ ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା ସହରରେ ସଟ୍ଟା କାରବାର ଚଳାଇଥିବା ଜଣାପଡିଛି। ଏ ସଂପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ipl satta

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 07:31 PM IST

Related story