ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଯାଇଛି। ଭୋଗପୁର-ପାଂସକୁରା ମଧ୍ୟରେ ଟ୍ରେନ୍‌ର ଗୋଟିଏ ବଗି ଧାରଣାରୁ ବାହାରି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ସ୍ଥଳଟି ହାୱାଡ଼ା ଓ ଖଡଗପୁର ମଧ୍ୟରେ ରହିଛି। ହାଓ୍ୱଡ଼ାରୁ ପୁରୀ ଆସିବା ବାଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଲାଇନଚ୍ୟୁତ ବଗିରେ ୮୫ ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଏହି ଲାଇନରେ ରେଳ […]

tyyy899

tyyy899

Tapaswini Nayak
  • Published: Tuesday, 13 November 2018
  • Updated: 13 November 2018, 01:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଯାଇଛି। ଭୋଗପୁର-ପାଂସକୁରା ମଧ୍ୟରେ ଟ୍ରେନ୍‌ର ଗୋଟିଏ ବଗି ଧାରଣାରୁ ବାହାରି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ସ୍ଥଳଟି ହାୱାଡ଼ା ଓ ଖଡଗପୁର ମଧ୍ୟରେ ରହିଛି।

ହାଓ୍ୱଡ଼ାରୁ ପୁରୀ ଆସିବା ବାଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଲାଇନଚ୍ୟୁତ ବଗିରେ ୮୫ ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆଜି ସକାଳ ପ୍ରାୟ ୭ଟା ୫ ମିନିଟ୍‌ରେ ଦୁର୍ଘଟଣା ହୋଇଥିଲା।

ରେଲୱେ ପକ୍ଷରୁ ହେଲ୍‌ପ୍ ଲାଇନ୍‌ ନମ୍ବର ଜରି କରାଯାଇଛି। ହାୱାଡ଼ା-୦୩୩୨୬୩୭୭୧୯୭, ବାଲେଶ୍ୱର-୦୬୭୮୨୨୬୫୭୬, ଖଡ଼ଗପୁର-୦୩୨୨୨୨୫୫୮୯୭ ଏବଂ ୦୩୨୨୨୨୫୫୭୫୧ କୁ ଯୋଗାଯୋଗ କରିବାକୁ ରେଲୱେ ପକ୍ଷରୁ କୁହାଯାଇଛି।।

https://youtu.be/AEjo-_GXoP8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story