ଓଡ଼ିଶାରେ କୋଟିଏ ଗାଡ଼ି, ୩ ବର୍ଷ ହେଲା କମୁଛି ଗାଡ଼ି କିଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଢ଼େ ୪ କୋଟି ଲୋକ ଥିବାବେଳେ ଏବେସୁଦ୍ଧା ବିଭିନ୍ନ ବର୍ଗର ପ୍ରାୟ ଏକ କୋଟି ଯାନବାହନ ପଞ୍ଜିକୃତ ହୋଇଛି। ତେବେ ଗତ ୩ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ଗାଡ଼ି ପଞ୍ଜିକରଣ ପରିମାଣ ହ୍ରାସ ପାଇବାରେ ଲାଗିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଅଦ୍ୟାବଧି ପଞ୍ଜିକୃତ ହୋଇଥିବା […]

vehicle

vehicle

Ordigital Desk
  • Published: Thursday, 14 July 2022
  • Updated: 14 July 2022, 10:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଢ଼େ ୪ କୋଟି ଲୋକ ଥିବାବେଳେ ଏବେସୁଦ୍ଧା ବିଭିନ୍ନ ବର୍ଗର ପ୍ରାୟ ଏକ କୋଟି ଯାନବାହନ ପଞ୍ଜିକୃତ ହୋଇଛି। ତେବେ ଗତ ୩ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ଗାଡ଼ି ପଞ୍ଜିକରଣ ପରିମାଣ ହ୍ରାସ ପାଇବାରେ ଲାଗିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଅଦ୍ୟାବଧି ପଞ୍ଜିକୃତ ହୋଇଥିବା ବିଭିନ୍ନ ପ୍ରକାର ଯାନବାହନର ସଂଖ୍ୟା ୧କୋଟି ୨୯ହଜାର ୭୨୦ । ଗତ ୨୦୧୭ ମସିହାରେ ୭ଲକ୍ଷ ୭୮ହଜାର ଗାଡ଼ି ପଞ୍ଜିକୃତ ହୋଇଥିବାବେଳେ ୨୦୨୧ରେ ଏହା ୫ଲକ୍ଷ ୩୬ହଜାର ୫୫୫କୁ ହ୍ରାସ ପାଇଛି । ୨୦୧୮ରେ ୮ଲକ୍ଷ ୫୮ହଜାର ୯୯୩ଟି ଗାଡ଼ି ପଞ୍ଜିକୃତ ହୋଇଥିବାବେଳେ ୨୦୧୯, ୨୦୨୦ ଓ ୨୦୨୧ରେ ୩.୮୮ରୁ ୨୭.୧୭% କମ୍ ଗାଡ଼ି ପଞ୍ଜିକୃତ ହୋଇଛି ।

୨୦୧୯ରେ ୮ଲକ୍ଷ ୨୫ହଜାର ୬୩୧ଟି ଗାଡ଼ି, ୨୦୨୦ରେ ୬ଲକ୍ଷ ୧ହଜାର ୨୯୮ଟି ଗାଡ଼ି, ୨୦୨୧ରେ ୫ଲକ୍ଷ ୩୬ହଜାର ୫୫୫ଟି ବିଭିନ୍ନ ପ୍ରକାରର ଯାନବାହନ ପଞ୍ଜିକୃତ ହୋଇଛି । ସେହିପରି ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଏବେ ମୋଟ ୩୮୧ଟି ଗାଡ଼ି ଚାଲୁଥିବାବେଳେ ନିକଟ ଭବିଷ୍ୟତରେ ଆଉ ୨୦୦ଟି ନୂଆ ବସ୍ କିଣିବା ପାଇଁ ନିଗମ ଯୋଜନା କରିଛି । ତେବେ ନିଗମ ୨୦୧୯-୨୦ ଓ ୨୦୨୦-୨୧ରେ ପ୍ରାୟ ୧୯.୬୦କୋଟି ଟଙ୍କା କ୍ଷତି ସହିଛି । ଅବଶ୍ୟ ୨୦୨୧-୨୨ରେ ପ୍ରାୟ ୧.୫୧କୋଟି ଟଙ୍କା ଲାଭ କରିବ ବୋଲି ନିଗମ ଆକଳନ କରିଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story