ଓଲଟି ପଡ଼ିଲା ମିନିବସ୍

ରାଉରକେଲା (ପବନ ତିୱାରୀ): ଓଲଟି ପଡ଼ିଲା ବସ୍‌। ଚାଲି ଗଲା ଜଣଙ୍କ ଜୀବନ। ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗଟିଛି ରାଉରକେଲାର ବାଲୁଘାଟ ଅଞ୍ଚଳରେ। ମା’ ତାରିଣୀ ନାମକ ମିନିବସ୍‌ଟି ଲାଠିକଟାରୁ ରାଉରକେଲା ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରଘୁନାଥପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ୬ ଗୁରୁତରକୁ ଉଦ୍ଧାର ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ […]

minibus

minibus

Jitendra Garnayak
  • Published: Sunday, 27 December 2020
  • Updated: 27 December 2020, 09:03 AM IST

Sports

Latest News

ରାଉରକେଲା (ପବନ ତିୱାରୀ): ଓଲଟି ପଡ଼ିଲା ବସ୍‌। ଚାଲି ଗଲା ଜଣଙ୍କ ଜୀବନ। ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗଟିଛି ରାଉରକେଲାର ବାଲୁଘାଟ ଅଞ୍ଚଳରେ।

ମା’ ତାରିଣୀ ନାମକ ମିନିବସ୍‌ଟି ଲାଠିକଟାରୁ ରାଉରକେଲା ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ରଘୁନାଥପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ୬ ଗୁରୁତରକୁ ଉଦ୍ଧାର ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos