ପାପକ୍ଷୟ ଛକରେ ପିଟି ଦେଇ ପଳାଇଲା ଅଜଣା ଗାଡ଼ି

ବିନିକା (ଦିଲ୍ଲୀପ ସାହୁ): ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ମୃତ ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଳିପଡ଼ାର ଗୋବିନ୍ଦ ରାଜହଂସ। ଆଜି ଗୋବିନ୍ଦ ସାଇକେଲରେ ଯାଉଥିବା ସମୟରେ ପାପକ୍ଷୟ ଛକ ନିକଟରେ କୌଣସି ଏକ ଗାଡ଼ି ତାଙ୍କୁ ପିଟି ଦେଇ ଚାଲି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବିନିକା-ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

Accident in Binika

Accident in Binika

Jitendra Garnayak
  • Published: Sunday, 12 December 2021
  • Updated: 12 December 2021, 02:23 PM IST

ବିନିକା (ଦିଲ୍ଲୀପ ସାହୁ): ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ମୃତ ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଳିପଡ଼ାର ଗୋବିନ୍ଦ ରାଜହଂସ।

ଆଜି ଗୋବିନ୍ଦ ସାଇକେଲରେ ଯାଉଥିବା ସମୟରେ ପାପକ୍ଷୟ ଛକ ନିକଟରେ କୌଣସି ଏକ ଗାଡ଼ି ତାଙ୍କୁ ପିଟି ଦେଇ ଚାଲି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବିନିକା-ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories