ଧକ୍କା ଦେଇ ଚାଲିଗଲା ଟ୍ରକ୍‌

<p>ବଲାଙ୍ଗିର:ବଲାଙ୍ଗିର ସହର ଗାନ୍ଧିନଗରରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍&zwnj; ଧକ୍କାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ କୁଅଁର। ଘଟଣାସ୍ଥଳରେ ହିଁ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକ୍&zwnj;ଟି ଫେରାର ହୋଇ ଯାଇଛି। ମୃତ୍ୟୁଞ୍ଜୟ ବେଲଗାଁ ଫାଣ୍ଡିରେ କାର୍ଯ୍ୟରତ ଥିଲେ।</p>

Ordigital Desk
  • Published: Sunday, 04 March 2018
  • Updated: 04 March 2018, 08:13 AM IST

Sports

Latest News

<p>ବଲାଙ୍ଗିର:ବଲାଙ୍ଗିର ସହର ଗାନ୍ଧିନଗରରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍&zwnj; ଧକ୍କାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ କୁଅଁର। ଘଟଣାସ୍ଥଳରେ ହିଁ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକ୍&zwnj;ଟି ଫେରାର ହୋଇ ଯାଇଛି। ମୃତ୍ୟୁଞ୍ଜୟ ବେଲଗାଁ ଫାଣ୍ଡିରେ କାର୍ଯ୍ୟରତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos