ଝାଡ଼ାବାନ୍ତିରେ ଚାଲିଗଲା ଅଢ଼େଇ ବର୍ଷର ପୁଅ ଜୀବନ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଝାଡ଼ାବାନ୍ତିରେ ଚାଲିଗଲା ଅଢ଼େଇ ବର୍ଷର ପୁଅ ଜୀବନ। ଡାକ୍ତରଖାନା ନେବା ରାସ୍ତାରେ ତା’ର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁ ରାଇଘର ବ୍ଲକ୍ କୁନ୍ଦେଇ ଥାନା ହାଟଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ ତରେଇଡିହି ଗ୍ରାମର ସନ୍ତୋଷ ଗଣ୍ଡଙ୍କ ପୁଅ ନିଲେଶ ଗଣ୍ଡ। ଗତକାଲି ଠାରୁ ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତେବେ ଏ ଅଂଚଳରେ ପ୍ରବଳ ବର୍ଷା ଲାଗି […]

child

child

Niranjan Mishra
  • Published: Monday, 08 August 2022
  • Updated: 08 August 2022, 07:29 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଝାଡ଼ାବାନ୍ତିରେ ଚାଲିଗଲା ଅଢ଼େଇ ବର୍ଷର ପୁଅ ଜୀବନ। ଡାକ୍ତରଖାନା ନେବା ରାସ୍ତାରେ ତା'ର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁ ରାଇଘର ବ୍ଲକ୍ କୁନ୍ଦେଇ ଥାନା ହାଟଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ ତରେଇଡିହି ଗ୍ରାମର ସନ୍ତୋଷ ଗଣ୍ଡଙ୍କ ପୁଅ ନିଲେଶ ଗଣ୍ଡ।

ଗତକାଲି ଠାରୁ ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତେବେ ଏ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇପାରି ନ ଥିଲେ। ଆଜି ସକାଳେ ସନ୍ତୋଷ ପୁଅକୁ ନିକଟସ୍ଥ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିଲେ। ଏହି ସମୟରେ ରାସ୍ତାରେ ବାପା କାନ୍ଧରେ ପୁଅର ଜୀବନ ଚାଲିଯାଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସେପଟେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇ କୁନ୍ଦେଇ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ଉପାନ୍ତ ଅଂଚଳଗୁଡ଼ିକରେ ବସବାସ କରୁଥିବା ଅଦିବାସୀ ଲୋକେ ଠିକ୍ ସମୟରେ ଡାକ୍ତରଖାନାରେ ନ ପହଞ୍ଚି ପାରିବା ଓ ସଚେତନତାର ଅଭାବ ଯୋଗୁ ଏଭଳି ଘଟଣା ଘଟୁଥିବା ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story