ମାମୁଙ୍କ ଘର ପ୍ରତିଷ୍ଠା ଉତ୍ସବକୁ ଯାଉଥିବା ବେଳେ...

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ସହରର କଲେଜ୍‌ ରୋଡ୍‌ରେ ଏକ ଅର୍ଦ୍ଧନିର୍ମିତ କଲଭର୍ଟର ଗାତରେ ପଡ଼ି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାସୁଦେବ ବିଷୋୟୀ। ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ପଞ୍ଚାୟତର ଚିତ୍ରକୋଟ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ବାସୁଦେବ ବାଇକ୍‌ ଯୋଗେ ତାଙ୍କ ମାମୁ ଘରକୁ ଯାଉଥିଲେ। ଆଜି ତାଙ୍କ ମାମୁଙ୍କ ଘର ପ୍ରତିଷ୍ଠା ଉତ୍ସବ ଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ କଲଭର୍ଟ […]

bike

bike

Jitendra Garnayak
  • Published: Wednesday, 26 June 2019
  • Updated: 26 June 2019, 09:24 AM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ସହରର କଲେଜ୍‌ ରୋଡ୍‌ରେ ଏକ ଅର୍ଦ୍ଧନିର୍ମିତ କଲଭର୍ଟର ଗାତରେ ପଡ଼ି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାସୁଦେବ ବିଷୋୟୀ। ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ପଞ୍ଚାୟତର ଚିତ୍ରକୋଟ ଗାଁରେ।

ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ବାସୁଦେବ ବାଇକ୍‌ ଯୋଗେ ତାଙ୍କ ମାମୁ ଘରକୁ ଯାଉଥିଲେ। ଆଜି ତାଙ୍କ ମାମୁଙ୍କ ଘର ପ୍ରତିଷ୍ଠା ଉତ୍ସବ ଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ କଲଭର୍ଟ ଗାତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story