ନବରଙ୍ଗପୁରରେ ଏବେ କାଶୀପୁର ସ୍ଥିତି; ଝାଡ଼ାବାନ୍ତିରେ ଜଣେ ମୃତ, ୧୬ ଆକ୍ରାନ୍ତ

ନବରଙ୍ଗପୁର(ନବଘନ ବିଶୋୟୀ): ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବା ବେଳେ ନବରଙ୍ଗପୁରରେ ଦେଖାଗଲାଣି ସମାନ ସ୍ଥିତି । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ ହେବାରେ ଲାଗିଲାଣି।  ଏଥିରେ ଆକ୍ରାନ୍ତ ହୋଇ ଗ୍ରାମର ଥବିର ମାଝୀ ନାମକ ବୃଦ୍ଧ ଆଖି ବୁଜି ସାରିଥିବା ବେଳେ ୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା […]

visit

visit

Niharika Rout
  • Published: Saturday, 23 July 2022
  • Updated: 23 July 2022, 12:00 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବା ବେଳେ ନବରଙ୍ଗପୁରରେ ଦେଖାଗଲାଣି ସମାନ ସ୍ଥିତି । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ ହେବାରେ ଲାଗିଲାଣି।  ଏଥିରେ ଆକ୍ରାନ୍ତ ହୋଇ ଗ୍ରାମର ଥବିର ମାଝୀ ନାମକ ବୃଦ୍ଧ ଆଖି ବୁଜି ସାରିଥିବା ବେଳେ ୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଥବିରଙ୍କୁ ଦୁଇ ଦିନ ପୂର୍ବେ ନନ୍ଦାହାଣ୍ଡି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଗ୍ରାମରେ ଏକ ମେଡିକାଲ ଟିମ୍‌ ପହଞ୍ଚି ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ଗ୍ରାମରେ ଏକ ମିନି ହେଲଥ୍‌ କ୍ୟାମ୍ପ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ଗ୍ରାମର ଅନ୍ୟ ୧୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛ। ସେମାନଙ୍କ ମଧ୍ୟରୁ୨  ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ଏବେ ବର୍ଷା ଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଗାଁରେ ବ୍ଲିଚିଂ ପାଉଡ଼ର ସିଞ୍ଚନ କରାଯାଉଛି। ପାଣିର ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଝାଡ଼ାବାନ୍ତିର କାରଣ ସ୍ପଷ୍ଟ ହୋଇପାରିବ ବୋଲି ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଡ଼. ବିକାଶ ଚନ୍ଦ୍ର ବାରିକ କହିଛନ୍ତି। ଏହାବାଦ  ଅପରିଷ୍କାର ଟାଙ୍କି ପାଣି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିବା ସନ୍ଦେହ କରି ପାଣି ଟାଙ୍କି ସଫା ନ ହେବା ପର୍ଯ୍ୟନ୍ତ ପାଣିକୁ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story