ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

ବାସୁଦେବପୁର(କିରୀଟି ଦାସ): ଭଦ୍ରକ ଜିଲ୍ଲା ଚୁଡ଼ାମଣି ଗ୍ରାମରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଗେଲପୁର ଅଞ୍ଚଳର କୁଲୁ ଲେଙ୍କା (୪୦)। ଗତକାଲି ବିଳମ୍ୱିତ ରାତିରେ କୁଲୁ ଅଟୋରେ ଭଦ୍ରକରୁ ଯାତ୍ରୀ ନେଇ ଚୁଡ଼ାମଣି ଅଞ୍ଚଳକୁ ଆସିଥିଲା। ଯାତ୍ରୀଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳୀରେ ଛାଡ଼ିବା ପରେ ସେ ଅଟୋରେ ଏକୁଟିଆ ଫେରୁଥିଲେ। ହେଲେ ରାୟସାହି ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଜୋରକୁ […]

dead

dead

Jitendra Garnayak
  • Published: Saturday, 26 January 2019
  • Updated: 26 January 2019, 11:49 AM IST

Sports

Latest News

ବାସୁଦେବପୁର(କିରୀଟି ଦାସ): ଭଦ୍ରକ ଜିଲ୍ଲା ଚୁଡ଼ାମଣି ଗ୍ରାମରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଗେଲପୁର ଅଞ୍ଚଳର କୁଲୁ ଲେଙ୍କା (୪୦)।

ଗତକାଲି ବିଳମ୍ୱିତ ରାତିରେ କୁଲୁ ଅଟୋରେ ଭଦ୍ରକରୁ ଯାତ୍ରୀ ନେଇ ଚୁଡ଼ାମଣି ଅଞ୍ଚଳକୁ ଆସିଥିଲା। ଯାତ୍ରୀଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳୀରେ ଛାଡ଼ିବା ପରେ ସେ ଅଟୋରେ ଏକୁଟିଆ ଫେରୁଥିଲେ। ହେଲେ ରାୟସାହି ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଜୋରକୁ ଓଲଟି ପଡ଼ିଥିଲା।

ସେହି ରାସ୍ତା ଦେଇ ପୁଲିସ୍‌ ପାଟ୍ରୋଲିଂରେ ଯାଉଥିବା ସମୟରେ ଅଟୋଟି ଓଲଟି ପଡ଼ିଥିବା ଦେଖିଥିଲେ। ସଂଜ୍ଞାହୀନ ଅବସ୍ଥାର ଅଟୋ ଡ୍ରାଇଭରଙ୍କୁ ପୁଲିସ୍ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story