ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲେ ନକ୍ସଲ। ଶେଷରେ ବାଧ୍ୟ ହୋଇ ରାତାରାତି ପରିବାର ସହ  ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଗ୍ରାମରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ପଛରେ ମାନୁ ଗଲୋରୀ ପୁଲିସ୍‌ ଇନଫର୍ମର ଭାବେ କାମ କରିଥିବା ସନ୍ଦେହ କଲେ ନକ୍ସଲ। ଶେଷରେ ୩ଦିନ ପୂର୍ବରୁ […]

naxal-1

naxal-1

Niharika Rout
  • Published: Tuesday, 22 December 2020
  • Updated: 22 December 2020, 08:37 AM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲେ ନକ୍ସଲ। ଶେଷରେ ବାଧ୍ୟ ହୋଇ ରାତାରାତି ପରିବାର ସହ  ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଗ୍ରାମରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ପଛରେ ମାନୁ ଗଲୋରୀ ପୁଲିସ୍‌ ଇନଫର୍ମର ଭାବେ କାମ କରିଥିବା ସନ୍ଦେହ କଲେ ନକ୍ସଲ। ଶେଷରେ ୩ଦିନ ପୂର୍ବରୁ ନକ୍ସଲ ପନ୍ଥି ସ୍ୱାଭିମାନ ଅଞ୍ଚଳ ସନ୍ୟାଷିଗୁଡା ଗାଁରେ ପହଞ୍ଚିଥିଲେ। ସେଠାରେ ପ୍ରଜାକୋର୍ଟ କରି ମାନୁ ଗୋଲରିଙ୍କୁ ଗାଁ ଛାଡିବା ପାଇଁ ଧମକ ଦେଇଥିଲେ।

ଜୀବନକୁ ବଞ୍ଚାଇବା ଗତ  ରାତିରେ ମାନୁ ଗଲୋରି ନିଜ ପରିବାର ସ୍ତ୍ରୀ ଓ ଝିଅ ସହ ଭୟଭୀତ ଅବସ୍ଥାରେ କାଇମାଟି ଗ୍ରାମସ୍ଥିତ ନିଜ ସମ୍ପର୍କୀୟ ଘରେ ପହଞ୍ଚିଥିଲେ। ମାତ୍ର ସେଠାରେ ନିଜକୁ ଅସୁରକ୍ଷିତ ଅନୁଭବ କରି ଚିତ୍ରକୋଣ୍ଡା ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି।

ମାନୁଙ୍କ କହିବା ଅନୁଯାୟୀ, କିଛି ଦିନ ପୂର୍ବରୁ ଲାଲବାହିନୀ ଆସି ଗାଁରେ ପ୍ରଜାକୋର୍ଟ କରି ଗାଁ ଛାଡିବାକୁ ଧମକ ଦେଇଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡିବାକୁ ବାଧ୍ୟ ହେଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story