କନ୍ୟାଶ୍ରମରେ ଜଣେ ଛାତ୍ରୀ ମୃତ, ଜଣେ ଗୁରୁତର

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ପୁରୁବାଈ କନ୍ୟାଶ୍ରମରେ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ମୃତ ଅନ୍ତେବାସୀଙ୍କ ନାଁ ହେମାଙ୍ଗିନୀ ହାଁସ୍‌ଦା। ତାଙ୍କ ଘର କୁମାରପୁର ଗାଁରେ। ତାଙ୍କ ବାପାଙ୍କ ନାଁ ଲାଲ୍ ହାଁସଦା। ହେମାଙ୍ଗିନୀ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ଅସୁସ୍ଥ ହୋଇପଡ଼ିଥିବା ଅନ୍ତେବାସୀଙ୍କ ନାଁ ସରସ୍ୱତୀ ମଲ୍ଲିକ। ତାଙ୍କ ଘର ଯୋଡ଼ାମ୍ବାରେ। ସେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କର ବାପାମା’ ନାହାନ୍ତି। […]

sevashrama

sevashrama

Jitendra Garnayak
  • Published: Wednesday, 30 January 2019
  • Updated: 30 January 2019, 11:54 AM IST

Sports

Latest News

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ପୁରୁବାଈ କନ୍ୟାଶ୍ରମରେ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି।

ମୃତ ଅନ୍ତେବାସୀଙ୍କ ନାଁ ହେମାଙ୍ଗିନୀ ହାଁସ୍‌ଦା। ତାଙ୍କ ଘର କୁମାରପୁର ଗାଁରେ। ତାଙ୍କ ବାପାଙ୍କ ନାଁ ଲାଲ୍ ହାଁସଦା। ହେମାଙ୍ଗିନୀ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ।

ଅସୁସ୍ଥ ହୋଇପଡ଼ିଥିବା ଅନ୍ତେବାସୀଙ୍କ ନାଁ ସରସ୍ୱତୀ ମଲ୍ଲିକ। ତାଙ୍କ ଘର ଯୋଡ଼ାମ୍ବାରେ। ସେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କର ବାପାମା’ ନାହାନ୍ତି। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାଜିଷ୍ଟ୍ରେଟ୍ ଭାବେ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କ ଉପସ୍ଥିତିରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଲା, ସେ ନେଇ କନ୍ୟାଶ୍ରମ କର୍ତ୍ତୃପକ୍ଷ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। କିଏ କହୁଛି ସାପ କାମୁଡ଼ି ଥିବ ତ କିଏ କହୁଛି ଫୁଡ୍ ପଏଜନିଂ ହୋଇଛି।

ସୋର ତହସିଲଦାର ଦେବୀପ୍ରସାଦ ଦାସ କହିଛନ୍ତି, ଏ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ଝିଅଟିର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story