ଦୁଇ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ, ୭ ଆହତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଫାଣ୍ଡି ଅନ୍ତର୍ଗତ ଲାଞ୍ଜି ଗାଁରେ। ଏହି ସଂଘର୍ଷରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲିପ୍‌ସା ସାହୁ। ତାଙ୍କୁ ୫୫ ବର୍ଷ ହୋଇଥିଲା। ସଂଘର୍ଷ ବେଳେ ତାଙ୍କ ପୁତୁରାଙ୍କ ଠେଙ୍ଗା ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଲିପ୍‌ସା ସାହୁ […]

Police Station

Police Station

Jitendra Garnayak
  • Published: Friday, 09 July 2021
  • Updated: 09 July 2021, 02:17 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଫାଣ୍ଡି ଅନ୍ତର୍ଗତ ଲାଞ୍ଜି ଗାଁରେ।

ଏହି ସଂଘର୍ଷରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲିପ୍‌ସା ସାହୁ। ତାଙ୍କୁ ୫୫ ବର୍ଷ ହୋଇଥିଲା। ସଂଘର୍ଷ ବେଳେ ତାଙ୍କ ପୁତୁରାଙ୍କ ଠେଙ୍ଗା ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଲିପ୍‌ସା ସାହୁ ଓ ତାଙ୍କ ସଂପର୍କୀୟ ଭଉଣୀ ତଥା ଯାଆ ପାଞ୍ଚାଳି ସାହୁଙ୍କ ପରିବାର ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା।ଗତକାଲି ଲିପ୍‌ସା ସାହୁ ଓ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଜମିରେ କପା ଚାଷ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପାଞ୍ଚାଳି ସାହୁଙ୍କ ପରିବାରର ତିନି ଜଣ ସଦସ୍ୟ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଜମିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଲିପ୍‌ସାଙ୍କ ସମେତ ତାଙ୍କ ପରିବାରର ୫ ଜଣ ଆହତ ହୋଇଥିଲେ। ସେହିପରି ପାଞ୍ଚାଳିଙ୍କ ପୁଅକୁ ମିଶାଇ ତାଙ୍କ ପରିବାରର ତିନି ଜଣ ଆହତ ହୋଇଥିଲେ।

ସମସ୍ତ ଆହତଙ୍କୁ ଭବାନୀପାଟଣା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲିପ୍‌ସା ସାହୁଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ତଥା ଲିପ୍‌ସାଙ୍କ ପୁତୁରା ସମେତ ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ଲିପ୍‌ସାଙ୍କ ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story