ପରିବା କିଣିବା ପାଇଁ ଯାଉଥିବା ବେଳେ ପିଟି ଦେଲା ଟ୍ରକ୍

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ। ନୟାଗଡ଼ ସହର ଏନ୍‌ଏସି ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣଙ୍କ ନୟାଗଡ଼ ଜଗନ୍ନାଥ ମଦିର ସାହିର ସଂସାରୀ ମହାରଣା। ଆଜି ସକାଳେ ସଂସାରୀ ପରିବା କିଣିବା ପାଇଁ ସ୍କୁଟି ଯୋଗେ ମାର୍କେଟ ଯାଉଥିଲେ। ଏହି ସମୟରେ ୫୭ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର […]

Police Station

Police Station

Jitendra Garnayak
  • Published: Sunday, 28 November 2021
  • Updated: 28 November 2021, 11:46 AM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ। ନୟାଗଡ଼ ସହର ଏନ୍‌ଏସି ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣଙ୍କ ନୟାଗଡ଼ ଜଗନ୍ନାଥ ମଦିର ସାହିର ସଂସାରୀ ମହାରଣା।

ଆଜି ସକାଳେ ସଂସାରୀ ପରିବା କିଣିବା ପାଇଁ ସ୍କୁଟି ଯୋଗେ ମାର୍କେଟ ଯାଉଥିଲେ। ଏହି ସମୟରେ ୫୭ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story