ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ପାଳଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ମୁକ୍ତାପୁର ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଆମ୍ବୁଲାନ୍ସଟିଏ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ମହାରାଷ୍ଟ୍ରର ଵିଶାଲ ଅହିରେ ବୋଲି ପୁଲିସ୍ କହିଛି। ଆମ୍ବୁଲାନ୍ସଟି ମହାରାଷ୍ଟ୍ରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର। ଏହା କୋଲକାତା ଯାଇ ପୁଣି ମହାରାଷ୍ଟ୍ର ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର […]

Accident

Accident

Jitendra Garnayak
  • Published: Sunday, 28 November 2021
  • Updated: 28 November 2021, 01:02 PM IST

Sports

Latest News

ପାଳଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ମୁକ୍ତାପୁର ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଆମ୍ବୁଲାନ୍ସଟିଏ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ମହାରାଷ୍ଟ୍ରର ଵିଶାଲ ଅହିରେ ବୋଲି ପୁଲିସ୍ କହିଛି।

ଆମ୍ବୁଲାନ୍ସଟି ମହାରାଷ୍ଟ୍ରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର। ଏହା କୋଲକାତା ଯାଇ ପୁଣି ମହାରାଷ୍ଟ୍ର ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲା। ରାତିରେ କୁହୁଡ଼ି ପଡ଼ିଥିବା ଯୋଗୁ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଡ୍ରାଇଭର ଦେଖି ପାରି ନଥିଲେ। ଫଳରେ ଆମ୍ବୁଲାନ୍ସଟି ଯାଇ ଟ୍ରକ୍ ପଛରେ ପିଟି ହୋଇଥିଲା।

ଆମ୍ବୁଲାନ୍ସରେ ଡ୍ରାଇଭରକୁ ମିଶାଇ ମୋଟ ଚାରି ଜଣ ଥିଲେ। ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାଳଲହଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story