କେନ୍ଦ୍ରରୁ ୧ଲକ୍ଷ କୋଭିଡ୍ ଟିକା ଆସିଲା, ୧୯ରୁ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୋଭିଡ୍ ଟୀକାକରଣ ଯୋଜନାରେ ଆଜି ୧ଲକ୍ଷ ଡୋଜ୍ ଟୀକା ଓଡ଼ିଶାକୁ ଆସିଛି । ଆସନ୍ତା ୧୯ତାରିଖରୁ ରାଜ୍ୟରେ ପୁଣିଥରେ ମାଗଣା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟ ସରକାରଙ୍କୁ ୧ଲକ୍ଷ ଡୋଜ୍ କୋଭିସିଲଡ୍ ଟୀକା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲ୍ଲାକୁ ପଠାଯିବ ଓ ଟୀକାକରଣ ଅଭିଯାନ ଆରମ୍ଭ ହେବ । […]

corona

corona

Ordigital Desk
  • Published: Tuesday, 17 January 2023
  • Updated: 17 January 2023, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୋଭିଡ୍ ଟୀକାକରଣ ଯୋଜନାରେ ଆଜି ୧ଲକ୍ଷ ଡୋଜ୍ ଟୀକା ଓଡ଼ିଶାକୁ ଆସିଛି । ଆସନ୍ତା ୧୯ତାରିଖରୁ ରାଜ୍ୟରେ ପୁଣିଥରେ ମାଗଣା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟ ସରକାରଙ୍କୁ ୧ଲକ୍ଷ ଡୋଜ୍ କୋଭିସିଲଡ୍ ଟୀକା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲ୍ଲାକୁ ପଠାଯିବ ଓ ଟୀକାକରଣ ଅଭିଯାନ ଆରମ୍ଭ ହେବ । ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି କୋଭିସିଲଡ୍ ଟିକା ମିଳିଛି । ଯେଉଁମାନେ ନିଜର ଦ୍ୱିତୀୟ ଡୋଜ୍ ଓ ବୁଷ୍ଟର ଡୋଜ୍ ଟିକା ନେଇନାହାନ୍ତି ସେମାନଙ୍କୁ ଜାନୁୟାରୀ ୧୯ରୁ ଆରମ୍ଭ ହେଉଥିବା ଏହି ଟୀକାକରଣ ଅଭିଯାନରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦେଉଥିବା କୋଭିଡ୍ ଟିକା ନଭେମ୍ବର ୨୮ରେ ଶେଷ ହୋଇଯାଇଥିଲା । ଏହାପରେ ରାଜ୍ୟ ସରକାର କୋଭିଡ୍ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଗତକାଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କହିଥିଲା ଯେ, ଯେଉଁମାନେ ନିଜର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ନିଜର ପାଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବଡିଭିଜନାଲ ହସ୍ପିଟାଲ, ସିଏଚସି ଓ ପିଏଚସିକୁ ଯାଇ ଏହି ଟିକା ନେଇପାରିବେ । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮.୧୪କୋଟି ଡୋଜ୍ ଟିକା ଦିଆଯାଇ ସାରିଛି । ୩.୫୨କୋଟି (୯୭%) ଲୋକ ପ୍ରଥମ ଡୋଜ୍ ନେଇଥିବାବେଳେ ୩.୩୦କୋଟି ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story