ଜଳପ୍ରପାତକୁ ଡେଇଁ ପଡ଼ିଲେ ଯୁବକ, ଯୁବତୀ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଜଳପ୍ରପାତକୁ ଡେଇଁ ପଡ଼ିଲେ ଜଣେ ଯୁବକ ଓ ଜଣେ ଯୁବତୀ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଆଜି ଘଟିଛି ଏହି ଘଟଣା। ଜଳପ୍ରପାତ ନିକଟରେ ଗୋଟିଏ ବାଇକ୍‌, ପୋଷାକପତ୍ର ଓ ଘଣ୍ଟା ଅଛି। ସେମାନେ ଏସବୁ ରଖି ଜଳପ୍ରପାତରେ ଡେଇଁ ପଡ଼ିଥିବା କୁହାଯାଉଛି। ଗାଡ଼ିଟି ଛତିଶଗଡ଼ର ଘରିଆବନ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଓ ପୁଲିସ୍ କର୍ମଚାରୀ ଜଳପ୍ରପାତରେ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Waterfall

Waterfall

Jitendra Garnayak
  • Published: Sunday, 26 September 2021
  • Updated: 26 September 2021, 04:33 PM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଜଳପ୍ରପାତକୁ ଡେଇଁ ପଡ଼ିଲେ ଜଣେ ଯୁବକ ଓ ଜଣେ ଯୁବତୀ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଆଜି ଘଟିଛି ଏହି ଘଟଣା।

ଜଳପ୍ରପାତ ନିକଟରେ ଗୋଟିଏ ବାଇକ୍‌, ପୋଷାକପତ୍ର ଓ ଘଣ୍ଟା ଅଛି। ସେମାନେ ଏସବୁ ରଖି ଜଳପ୍ରପାତରେ ଡେଇଁ ପଡ଼ିଥିବା କୁହାଯାଉଛି। ଗାଡ଼ିଟି ଛତିଶଗଡ଼ର ଘରିଆବନ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି।

ଅଗ୍ନିଶମ ବାହିନୀ ଓ ପୁଲିସ୍ କର୍ମଚାରୀ ଜଳପ୍ରପାତରେ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story