ଲକଡାଉନ୍‌ରେ କରୁଥିଲେ ବ୍ରାଉନସୁଗରର ହୋମ ଡେଲିଭରି, ଧରା ପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ବେଳେ ବ୍ରାଉନସୁଗରର ହୋମ ଡେଲିଭରି କରୁଥିବା ଅଭିଯୋଗରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ ଏସ . କେ ସରିଫ ଓ ସେ ଜଟଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ବିପୁଳ ପରିମାଣର ବ୍ରାଉନସୁଗର ଚାଲାଣ ହେଉଥିବା ଖବର ପାଇ  କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମୟରେ ୧୦୫ ଗ୍ରାମର ବ୍ରାଉନସୁଗର  ଜବତ […]

police-1--1

police-1--1

Niharika Rout
  • Published: Wednesday, 27 May 2020
  • Updated: 27 May 2020, 12:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ବେଳେ ବ୍ରାଉନସୁଗରର ହୋମ ଡେଲିଭରି କରୁଥିବା ଅଭିଯୋଗରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ ଏସ . କେ ସରିଫ ଓ ସେ ଜଟଣି ଅଞ୍ଚଳର ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ବିପୁଳ ପରିମାଣର ବ୍ରାଉନସୁଗର ଚାଲାଣ ହେଉଥିବା ଖବର ପାଇ  କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମୟରେ ୧୦୫ ଗ୍ରାମର ବ୍ରାଉନସୁଗର  ଜବତ ହୋଇଛି।  ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ପୁଲିସ୍‌ ଏସ . କେ ସରିଫଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ୧୨ ହଜାର  ଟଙ୍କା ଜବତ ହୋଇଛି।

ଏସ . କେ ସରିଫ ପୂର୍ବରୁ ମଧ୍ୟ ବ୍ରାଉନ୍‌ସୁଗର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story