ଶିକାରୀ ଗୁଳିରେ ଜଣେ ଆହତ

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅଡାପାଇ ଜଙ୍ଗଲରେ ଜଣେ ଶିକାରୀର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।  ଆହତ ଯୁବକଙ୍କ ନାଁ ପାତ୍ରାସ୍ ଆଳିଆ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଙ୍ଗଲରେ ବାରହା ଶିକାର ପାଇଁ ଅଭିଯୁକ୍ତ ଜଣକ ଗୁଳି ଚଲାଇଥିଲେ। ଭୁଲ ବଶତଃ ଗୁଳିଟି ପାତ୍ରାସଙ୍କ ଉପରେ ବାଜିଥିଲା ବୋଲି ସେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଛି।

tyuuuu

tyuuuu

Tapaswini Nayak
  • Published: Tuesday, 20 November 2018
  • Updated: 20 November 2018, 02:42 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅଡାପାଇ ଜଙ୍ଗଲରେ ଜଣେ ଶିକାରୀର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।  ଆହତ ଯୁବକଙ୍କ ନାଁ ପାତ୍ରାସ୍ ଆଳିଆ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜଙ୍ଗଲରେ ବାରହା ଶିକାର ପାଇଁ ଅଭିଯୁକ୍ତ ଜଣକ ଗୁଳି ଚଲାଇଥିଲେ। ଭୁଲ ବଶତଃ ଗୁଳିଟି ପାତ୍ରାସଙ୍କ ଉପରେ ବାଜିଥିଲା ବୋଲି ସେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story